STORYMIRROR

Chittaranjan Lenka

Others

2  

Chittaranjan Lenka

Others

ଅଛିଣ୍ଡା ପ୍ରଶ୍ନ

ଅଛିଣ୍ଡା ପ୍ରଶ୍ନ

1 min
2.4K


ଯେ କରେ ଯେମିତି ତା ଫଳ ସେମିତି

ଏହି ସତ୍ୟ ଚିରନ୍ତନ

ନ ବୁଝି ଏ ସତ୍ୟ ଦେଲେ ଅନ୍ୟ ଦୋଷ

ଫଳ ହେବ ଅକାରଣ

ସବୁ ଯଦି ଜଣେ କରି କରାଉଛି

ନିଜ ହାତେ କିଛି ନାହିଁ

କିଏ କଲା ଦୋଷ କିଏ ବା ନିର୍ଦ୍ଦୋଷ

ଏ ପ୍ରଶ୍ନ ଉତ୍ତର କାହିଁ ???

ଚିତ୍ତରଞ୍ଜନ ଲେଙ୍କା,କଟକ


Rate this content
Log in