STORYMIRROR

Trilochan Karjee

Others

2  

Trilochan Karjee

Others

ଅଭୂଲା ସ୍ମୃତି

ଅଭୂଲା ସ୍ମୃତି

1 min
224


ଭଲ ଯଦି ପାଉଥିଲ

ଭୁଲିଯିବା ନୁହଁ,

ଆଜି କାହିଁ ଛାଡିଗଲ

ହଜିଗଲା ମୁହଁ ।


କେତେ ଗପ କରୁଥିଲେ

ଦିନ ହଉକି ରାତି,

ଆନନ୍ଦରେ ମାତୁଥିଲେ

ନିତି ମଉଜମସ୍ତି।


ମତେ ପର କରି ତୁମେ

ଚାଲିଗଲ ଏକା,

ମୋ ଜୀବନ ଏବେ ସାଥି

ପଡିଗଲା ଫିକା।


ଭୂଲି ମୁଁ ପାରୁନି ସେଇ

ଅଭୂଲା ସ୍ମୃତିକୁ,

ମନେ ପଡ଼େ ସବୁଦିନ

ପୁରୁଣା ବେଳକୁ।


ତ୍ରିଲୋଚନ କାର୍ଯୀ

ଗାଇଡା,ପାତ୍ରପୁର

ମୋ-9178830120



साहित्याला गुण द्या
लॉग इन