Liza Senapati

Others


2  

Liza Senapati

Others


ଅଭିନୟ

ଅଭିନୟ

1 min 117 1 min 117

ଏ ଜୀବନଟା ପରା ଅଭିନୟ।

ଛଳନାର ମୃଦ ମଳୟ ,

କରୁଚି ମହକିତ ମନ ପ୍ରାଣ।

ମିଛ ର ଦୁନିଆ ଏଇ 

ଅଭିନୟ ରହିଚି ଭରି।


Rate this content
Log in