STORYMIRROR

Silu Patro

Others

4  

Silu Patro

Others

ଅଭାଗିନୀ ପ୍ରେମିକାଟି ମୁହିଁ

ଅଭାଗିନୀ ପ୍ରେମିକାଟି ମୁହିଁ

1 min
19

ଅଭାଗିନୀ ପ୍ରେମିକାଟି ମୁହିଁ......
ତା ପ୍ରେମ ମୋ ଭାଗ୍ୟ ରେ ନାହିଁ..........
ତା ଜୀବନ କାହାଣୀ ର ନାୟିକା ମୁହିଁ.......
ହେଲେ ମୋ କାହାଣୀ ର ଅଧୁରା ସ୍ୱପ୍ନ ସେହି........ ଅଭାଗିନୀ ପ୍ରେମିକାଟି ମୁହିଁ......
ଦୂର ଆକାଶ ର ଜହ୍ନ ଟେ ସେଇ......
ତାକୁ ପାଇବା ଆଶା ରେ ବାମନ ମୁହିଁ.......
ଅଭାଗିନୀ ପ୍ରେମିକାଟି ମୁହିଁ.......
ତା ପ୍ରେମ ର ତୁଳନା ନାହିଁ.......
କିନ୍ତୁ ମୋ ପ୍ରେମ ଛଳନା ତା ପାଇଁ.......
ନା ତା ପ୍ରେମ ର ପ୍ରୀତି ପରଶ....
ନା ତା ସହ ରାତ୍ରି ର ମଧୁଵାସ......
ସବୁ କିଛି ସ୍ବପ୍ନ ମୋ ପାଇଁ......
ଅଭାଗିନୀ ପ୍ରେମିକାଟି ମୁହିଁ........
ମୋ ମଥାର ବିନ୍ଦି ଭାରି ଭଲ ଲାଗେ ତାକୁ....
କିନ୍ତୁ ମୋ ସିନ୍ଥି ର ସିନ୍ଦୁର ରେ ତାର ନାଁ ନାହିଁ........
ଜୀବନେ ଆସିଲା ସାଥି ଟେ ହୋଇ.......
କିନ୍ତୁ ମୋ ହାତ ରେଖାରେ ତା ନାଁ ନାହିଁ........
ଅଭାଗିନୀ ପ୍ରେମିକାଟି ମୁହିଁ.........
ତା ଭଲ ପାଇବା ର ହିସାବ ନାହିଁ.......
ଜାଣିଛି ଏ ଜନ୍ମେ ମୁଁ ତାହାରି ନାହିଁ.........
କଳ୍ପନା ବାହାରେ ଭଲ ପାଏ ସେହି....
କିନ୍ତୁ ତା ଭଲପାଇବା ରେ ମୋର ଅଧିକାର ନାହିଁ........ ଅଭାଗିନୀ ପ୍ରେମିକାଟି ମୁହିଁ......
ତା ପ୍ରେମ ମୋ ଭାଗ୍ୟ ରେ ନାହିଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍