ଆମେ ଏବେବି ଦାସ
ଆମେ ଏବେବି ଦାସ
1 min
261
ଏକ ଧନୀ ଦେଶର ବ୍ୟୟବହୁଳ,
ଅବସର ବିନୋଦ ଖେଳ 'କ୍ରିକେଟ' ଆଜି
ଆମ 'ଦେଶ'ର ପ୍ରାଣତନ୍ତ୍ରୀକୁ କଙ୍କଡାପରି
ଜାବୁଡି ଧରିଛି l
'କ୍ରିକେଟ' ଆଉ ଖେଳ ନୁହେଁ, ଆମକୁ, ଆମ ଦେଶକୁ ଖେଳାଉଛି l
ଦୁଇଶହ ପଚାଶ ବର୍ଷର ଦାସତ୍ୱ ପରେ ମଧ୍ୟ,
ଏଵେ ଆମ 'ଦେଶ',
'କ୍ରିକେଟ' ର 'ସମର୍ଥକ' ନୁହେଁ,
ଦାସ ହୋଇଯାଇଛି l
