Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mamatamanjari Das

Others

3  

Mamatamanjari Das

Others

ଆଜିର ଜୀବନ ଚର୍ଯ୍ୟା

ଆଜିର ଜୀବନ ଚର୍ଯ୍ୟା

1 min
172


ଆଜିର ବ୍ୟସ୍ତ ବହୁଳ ଜୀବନରେ

କାହାକୁ ବା ସମୟ ଅଛି ଯେ

ଅନ୍ୟର ସୁଖ ଦୁଃଖରେ 

ସାମିଲ୍ ହେବାକୁ,,

ସୁଖ ଟିକେ ବାଣ୍ଟି ଦୁଃଖ ସବୁକୁ

ସାଉଁଟି ନେବାକୁ ।


ମଣିଷ ଏଠି ବୁଝେନି କେବେ

ହୃଦୟର ଭାଷା ,,

ତା' ପାଇଁ ମୂଲ୍ୟବାନ ,,

ଧନ ସମ୍ପତ୍ତି ର ପ୍ରାଚୁର୍ଯ୍ୟ ଆଉ

ଅମାପ ପଇସା ।


କେହି ଏଠି ବୁଝେନି 

ଦୁଃଖୀ ହୃଦୟର କୋହ

ସଭିଙ୍କୁ ଆକୃଷ୍ଟ କରେ ବିଳାଶ ଭରା ଜୀବନ

ମୋତି ମାଣିକର ମୋହ ।


କଦମ୍ବିତ କାମନା ସବୁ ବେହାଲ ହୁଅନ୍ତି

ବୈଶାଖୀ ର ଧୂ ଧୂ ଛୁଆଁରେ

ସବୁ ତିତିକ୍ଷା ର ଅନ୍ତ ଘଟେ

ଏହି ସମାଜରେ।


ଘନୀଭୂତ ଉଚ୍ଛାସ ର ମନଟିଏ

ଖୋଜେ ଏଠି ବିଶ୍ୱାସୀ ହୃଦୟ ଟିଏ

ଯାହା କେବେ ମିଳେ ନାହିଁ

ଆଜିର ଜୀବନ ଚର୍ଯ୍ୟାରେ ।



Rate this content
Log in