କୋଟିଏ ନାମରେ ଗୋଟିଏ ସଂସାର ଜାତି ବି ଗୋଟିଏ "ମଣିଷ"ତାହାରି ନାମ ।
ତୁମେ ସାଜିଛ ମୋ ରକ୍ଷା କବଚ ମୋ ମୁଖର ପରିପାଟୀ, କରୋନା ଯୁଦ୍ଧରେ ଢାଲଟିଏ ତୁମେ ଅଧୁନା ଶ୍ରେଷ୍ଠ ସଂପତ୍ତି ।
ତୁ ଆସିଲେ ଖସି ମନ ମୋ ହାଲୁକା, ସତେ କି ଯେମିତି ମୁଁ ତୋର ପ୍ରେମିକା।
ଏମିତି ଗୋଟାଏ ଦିନ ଆସନ୍ତା କି ରୁହନ୍ତେନି କେହି ଭୋକରେ ଗରୀବର ଦୁଃଖେ ସାଥି ହୁଅନ୍ତା କି ରହୁ ଅଛି ଯିଏ ସୁଖରେ ।
ପାଠକ ମୁହଁରେ ହସଲ ଲହରୀ ଆମର ବଡ ସମ୍ପତ୍ତି କାଲି ଚାଲିଯିବ ସଂସାରରୁ ଯଦି କବିତା ପାଇବ ଖ୍ୟାତି
ସମ୍ପତ୍ତି କହିଲେ ଦେଶ ଅଟେ ମୋର, ମୋ ଜୀବନ ନୁହେଁ ଦେଶ ଠାରୁ ବଡ଼।