ମୁଁ ମରେ ମୋ ଭିତରେ, କନ୍ୟା ହେବାର ଅପରାଧରେ, କନ୍ୟାର ମା' ହେବା ଅପରାଧରେ, କଥା ଦଉଚି, ଉଫ୍ କରିବିନି ।
ସତେ କି ପ୍ରଭୁ ତୁମେ କରୁଣାନିଧାନ ତେବେ ଦୁଃଖ କାହିଁକି ଦିଅ ଯିଏ କରେ ତୁମ ଗୁଣ କୀର୍ତ୍ତନ ।।
ଭାଙ୍ଗି ଯିବ ଜାଣି ବି ଗଢୁଥାଏ ବାଲିଘର....
କେତେବେଳେ ହଠାତ ଦମ କିନା ପ୍ରଘଟ ହୁଏ ତ କେତେବେଳେ ଲୁଚିଛପି ପାଦ ଚାପିଚାପି ଆସେ
ଆଗାମୀ ଲୋଭମାନଙ୍କ ପ୍ରତିନିଧିମାନେ ବ୍ୟସ୍ତ ବିବ୍ରତ, ସରକାରୀ ଖାତାରେ ଶବ ସାଙ୍ଗରେ ମୂଲଚାଲ କିଛି କୋହଭିଜା ଶବ୍ଦପୁଞ୍ଜି...
ଶପଥ କରିଛି ମାଟି ମାଆ କୋଳେ ମରିଯିବ ମଥା ଥୋଇ, ଯଦି କେବେ ତମେ ପଚାରି ବୁଝିବ ମୃତ୍ୟୁକୁ କେ ଡରେ ନାହିଁ ?