ଜୀବନ ବି ନଦୀଟିଏ ଅଙ୍କା-ବଙ୍କା ବହୁଥାଏ- କାହାରିକୁ ପର କରେନାହିଁ |
ଜୀବନେ ଅନେକ ରଙ୍ଗ ଭାରି ଅଛି କିଛି ଜଣା ଓ ଅଜଣା l
ଜୀବନ
ଜୀବନ ମରୁରେ ଜିଇଁଛି ଜିଇଁବି ତୃଷ୍ଣାର କଷ୍ଟକୁ ତଥାପି ସହିବି, ମରିଚିକା ପରି ତୁମେ ଉଭାହେଲେ ମରିଯିବି ମୁଁ ମରିଯିବି ।
ଜୀବନ ଉପରେ ପର୍ଯ୍ୟବେଶିତ ସଙ୍ଗୀତ
ମଲ୍ଲୀ ପରି କେବେ ବାସେ ଦିନ ଆଲୁଅରେ... କେବେ ସାଜିଯାଏ ଗଙ୍ଗ-ଶିଉଳି ନିଶିରେ....