ଜୀବନ
ଜୀବନ
1 min
13.6K
ଜୀବନ
ଜୀବନ ମରୁରେ ଜିଇଁଛି ଜିଇଁବି
ତୃଷ୍ଣାର କଷ୍ଟକୁ ତଥାପି ସହିବି,
ମରିଚିକା ପରି ତୁମେ ଉଭାହେଲେ
ମରିଯିବି ମୁଁ ମରିଯିବି ।
*****
