STORYMIRROR

Paresh Kumar Biswal

Romance

2  

Paresh Kumar Biswal

Romance

ସପନ ନାୟିକା

ସପନ ନାୟିକା

1 min
163

ସପନ ନାୟିକା      ସପନ ସୁନ୍ଦରୀ

      ସପନରେ ଆସ ଖାଲି,

ସପନ ଭାଙ୍ଗିଲେ     ଚାଲି ଯାଅ ତୁମେ

      ଆଶା ଦେଇ ଯାଅ ଖାଲି


ସପନେ ସାଉଁଟି     ରଖିଛି ମୁଁ ତୋତେ

      ଆସିବୁ କେବେତୁ ଚାଲି,

ସଞ୍ଜ ଠାରୁ ତୋତେ   ଅପେକ୍ଷା କରିଛି

      ରାତିରେ ଆସିବୁ ବୋଲି


କିଛି ସମୟରେ      ଖୁସି ଦେଇ ଯାଅ

     ସମୟ ସାଥି ହୁଏନି,

ଖୁସିକୁ ସାଇତି      ରଖିବି ବୋଲି ମୁଁ

     ନିଦକୁ କେବେ ଛାଡେନି



Rate this content
Log in

More english poem from Paresh Kumar Biswal

Similar english poem from Romance