STORYMIRROR

Gouri Panda

Abstract

2  

Gouri Panda

Abstract

ରହିଛ, ରହିବ ସଦା

ରହିଛ, ରହିବ ସଦା

1 min
112

ତୁମେ ଆତ୍ମା ରେ

ତୁମେ ଅନ୍ତ ରେ

ରହିଛ, ରହିବ ସଦା

ତୁମେ ସ୍ପନ୍ଦ ରେ

ତୁମେ ଦ୍ବନ୍ଦ୍ବ ରେ

ରହିଛ, ରହିବ ସଦା

ତୁମେ ପ୍ରେମ ରେ 

ତୁମେ ପ୍ରୀତି ରେ

ରହିଛ, ରହିବ ସଦା

ତୁମେ ଭାଗ୍ୟ ରେ

ତୁମେ ଯୋଗ୍ୟ ରେ

ରହିଛ, ରହିବ ସଦା

ତୁମେ ବକ୍ଷ ରେ

ତୁମେ ଦକ୍ଷ ରେ

ରହିଛ, ରହିବ ସଦା

ତୁମେ ଲୁହ ରେ

ତୁମେ କୋହ ରେ

ର଼ହିଛ, ରହିବ ସଦା

ତୁମେ ସୃଷ୍ଟି ରେ

ତୁମେ ଦୃଷ୍ଟି ରେ

ରହିଛ, ରହିବ ସଦା

ତୁମେ ଦୀପ୍ତି ରେ

ତୁମେ ତୃପ୍ତି ରେ

ରହିଛ, ରହିବ ସଦା

ତୁମେ ହସ ରେ

ତୁମେ ଶେଷ ରେ

ରହିଛ, ରହିବ ସଦା


Rate this content
Log in

Similar english poem from Abstract