Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,



Dr. Diptiranjan Behera  

ଓଡିଶା ଏବଂ ଓଡ଼ିଆ ଭାଷା ସାହିତ୍ୟ କୁ ଭଲ ପାଉଥିବା ଜଣେ ଓଡ଼ିଆ | ସମସ୍ତେ ଗର୍ବ ରେ କହିବା ଆମେ ଓଡ଼ିଆ | ବନ୍ଦେ ଉତ୍କଳ ଜନନୀ | ଜୟ ଜଗନ୍ନାଥ |

"Literary Colonel"


बदलो भेस

Inspirational

बदलो भेस !



1    6.9K 5

ଉଣା

Romance

ତୋ ଠାରୁ ସୁନ୍ଦର ବେଶି ତୋ ନାକର ଗୁଣା ସେଥିପାଇଁ ମୋ ପ୍ରେମ ସଦା ତୋତେ ଉଣା ||



1    162 0

ସମ୍ପର୍କ

Others

ବସନ୍ତର ଆଗମନେ କୋଇଲି କି ଭୁଲିପାରେ ଗାଇବାର ସୁର ସୂର୍ଯ୍ୟସାଥେ ସୂର୍ଯ୍ୟମୁଖୀ ସମ୍ପର୍କ ଘନିଷ୍ଠ ରହିଲେବି ପରସ୍ପର ଦୂର ...



1    54 2

ଲହୁର ଧାର

Tragedy

ଲେଖନୀ ମୁନରୁ କାଳି ମୋ ଝରୁନି ଝରୁଛି ଲହୁର ଧାର



1    119 4

ଲକ୍ଷ୍ମଣ ଗାର

Others

ଜୀବ ଥିଲାବେଳେ ଆପଣା ନୋହିବେ ଟାଣିବେ ଲକ୍ଷ୍ମଣ ଗାର ଜୀବ ଚାଲିଗଲେ କିଲାଭ ଅବାରେ ବୋହିଲେ ଲୁହର ଧାର ||



1    160 7

ପ୍ରଗତି ପଥେ

Others

ପ୍ରତି ପ୍ରଭାତରେ ସୁରୁଜ ଉଅଂଇ କଅଁଳ କିରଣ ସାଥେ ଅନ୍ଧକାର ଚିରି ଉଜ୍ୱଳିତ ହେବା ପ୍ରଗତି ଆଲୋକ ପଥେ |



1    122 6

ମରୀଚିକା

Others

ଜୀବନଟା ଯଦି ମରୁଭୂମି ହୁଏ ତୁମେ ମରୀଚିକା ତାର ଦିଗହରା ମୁଁହିଁ ତୃଷାର୍ତ୍ତ ପଥିକ ଦୁଃଖେ ଜର୍ଜରିତ ସାର ||



1    78 2

ସ୍ପନ୍ଦନ

Others

ସେଥିପାଇଁ ବୋଧେ ପ୍ରତି ସ୍ପନ୍ଦନରେ ଶ୍ରାବଣର ଭିଜା ରାତି



1    485 7

ସପ୍ତରଙ୍ଗ

Others

ବଞ୍ଚିବାକୁ ହବ ପ୍ରତି ରଙ୍ଗ ସହ ଆନନ୍ଦେ ମଥାରେ ବୋଳି



1    419 9

ଆଲୋକ

Others

ଆଲୋକ ସନ୍ଧାନେ ପ୍ରତିଟି ମୁହୂର୍ତ୍ତ ହସୁଥିବା ସଦା ଜଳି ||



1    976 6

ଅପେକ୍ଷା

Others

କାଗଜରେ ଆଙ୍କିନି ମୁଁ ଛବି କୁ ତୁମର ହୃଦୟେ ରଖିଛି ପ୍ରିୟା ତୋଳି ଯେ ନଅର



1    6.7K 2

ପରମ ଈଶ୍ୱର

Others

ଦେଖୁଛନ୍ତି ପ୍ରତି କ୍ଷଣେ ଏ ମାୟା ସଂସାର ଅଭିନୟ ଭରା



1    142 6

ଆସିବା ଆଗରୁ

Fantasy

ଜାଣେନା କେମିତି କେବେ ଆସି ତୁମେ ଛୁଇଁ ଚାଲି ଯାଅ ଯେବେଯେବେ ମନ ଖୋଜେ ସଦା ତୁମେ ପାଖେ ମୋର ଥାଅ ||



1    6.8K 6

ପ୍ରେମ

Others

କିଏ କହେ ପ୍ରେମ ପୂଜା ଅଟେ ପୁଣି କିଏ କହେ ପ୍ରେମ ତ୍ୟାଗ ପ୍ରେମ ନୁହେଁ ଦୁଇ ଦେହର ମିଳନ ଅନ୍ତଃ ମନ ର ଯୋଗ ||



1    328 10

ଅନୁତପ୍ତ

Inspirational

ଆହେ ମହାବାହୁ ଆହେ ଚକାଡୋଳା ପାରି କର ମୋତେ ଏହି ପାପଭେଳା ||



1    6.8K 4

କୋହ

Others

ପ୍ରତି ମୁହୁର୍ତ୍ତରେ ତୋତେ ଖୋଜି ବୁଲେ ଜୀବନର ପଥ ଏକା ଏକା ଚାଲେ ଆଶାକୁ ନକରି ଦାହ .......



1    6.9K 11

ଯନ୍ତ୍ରଣା

Tragedy

ପ୍ରେମକୁ ତୁମର ପ୍ରତାରଣା ଭାବି ଛାଡି ଚାଲିଗଲା ପରେ ନିଜକୁ ନିଜେ ମୁଁ ତୁମଠି ପାଇଛି ପ୍ରତି ମୁହୂର୍ତ୍ତରେ ଝୁରେ ||



1    6.8K 8

ଶ୍ରାବଣୀ

Others

କାହିଁକି କେଜାଣି ଅମାନିଆ ମନ ଭିଜିବାକୁ ଭଲ ପାଏ ସେଥିପାଇଁ ବୋଧେ ବିନା ଶ୍ରାବଣରେ ଶ୍ରାବଣୀକୁ ଖୋଜୁ ଥାଏ ||



1    6.8K 6

ପ୍ରିୟା

Tragedy

ସାଇତି ରଖିଛି ପ୍ରିୟା, ଗୋଟିଗୋଟି ତୋ ସ୍ମୃତି ସବୁ ଫେରି ଆସି କାଳେ କେବେ, ପଚାରି ତୁ ଦେବୁ || ଭାବିଲୁନି ଗଲାବେଳେ, ଥରୁଟିଏ ପାଇଁ



1    6.5K 5

ପ୍ରତୀକ୍ଷା

Romance

ବାଟ ଭୁଲି ମୁଁ ଯେ ତୁମକୁ ଖୋଜୁଛି ପାଇବା ପାଇଁ କି ସତେ....



1    1.3K 6

ନୀରବତା

Inspirational

ଗଲାବେଳେ ତୁମେ କହିଥିଲ ମୋତେ ଚାହିଁବନି କେବେ ଫେରି ସେଥିପାଇଁ ବୋଧେ କଳାମେଘ ଦେଖି ମୟୁର ନାଚିବା ଡେରି....



1    7.0K 7

ବାପା

Inspirational

ମୋର ମନେ ନାହିଁ ତୁମ ହାତଧରି ଚାଲିବା ଶିଖିଛି ବୋଲି ହେଲେ ଭୁଲି ନାହିଁ ଟେକି ନିଅ କାନ୍ଧେ ଥକି ଯିବି କାଳେ ଚାଲି...



1    13.6K 9

ଅଜାଣତେ

Inspirational Others

ଅନୁଭବ କରେ ସେହି ପ୍ରତିଟି ମୁହୂର୍ତ୍ତ ଅଜାଣତେ କହିଦେଇ ତୋତେ ଭଲପାଏ ||



1    1.2K 7

ଶେଷ ଇଚ୍ଛା

Others

ଅଶ୍ରୁଭରା ନୟନ ତୋହର ଚୁମିଦେଇ ମଥା ଟିକେ ଚାଲିଯିବି ସତେ ବହୁଦୂର, ଶେଷ ଇଚ୍ଛା ଏତିକି ମୋହର ||



1    6.9K 12

ସମର୍ପଣ

Others

ଗଢ଼ିଛି ମୁଁ ନୀଡ଼ ଟିଏ ଏବେ ନୂଆ କରି ଝଡଝଞ୍ଜା ପାରି ହେବା ହାତେ ହାତ ଧରି ||



1    1.1K 5

ନାରୀ

Inspirational Others

ବେଦ ବେଦାନ୍ତରେ, ଉପନିଷଦରେ, ତୁମେ ବନ୍ଦିତା, କେହି ନୁହେଁ ତୁମ ସରି ଅଟଇ ତୁମେ ଯେ ନାରୀ, ଅଟଇ ତୁମେ ଯେ ନାରୀ |



1    1.3K 6

ଯାତନା ମଧୁ

Tragedy

ମୋଠାରୁ ଅଧିକ ଜାଳିବାର ସୁଖ ଦୀପାଳି ପାରିବ କହି ମନେ ମନ୍ଦାକିନୀ ମଲ୍ଲାର ସଜାଇ କେମିତି ପାରୁଛ ରହି ||



1    6.6K 6

ଫେରିଆସ

Abstract

ସ୍ମୃତି ତୁମେ ମୋର ସାଧା କାଗଜର ଅଲେଖା ପୃଷ୍ଠା ଭଳି ସତରେ ପ୍ରିୟା ମୁଁ ତୁମବିନା ଆଜି ଦୁଃଖ ରେ ଯାଉଛି ଜଳି ||



1    6.8K 3

ଗଲାପରେ ତୁ

Abstract

ଗଲାବେଳେ ତୁ ଫେରି ଚାହିଁଲୁନି ଥରଟିଏ ପାଇଁ ମୋତେ ଲାଗୁଥିଲା କାଇଁ ସତରେ ଯେମିତି ଭାରି ଶୀଘ୍ରଥିଲା ତୋତେ ||



1    6.9K 6

ଜୀବନ ଦାନ

Inspirational

ଏ ରକ୍ତ ଗାଇବ ବେଦ ମାନବ ଓ ମାନବିକତାର ରକତ ଦାନରେ ସଦା ଶୁଭୁଥିବ ସୃଷ୍ଟିର ଓଁକାର |



1    7.0K 8

ପିଲାଦିନ

Childrens' Others

ମନେପଡେ ଯେତେ ବେଳେ ଅଧର ଭିଜଇ ଆଜାଣତେ କାଇଁ, ଧାର ଧାର ଅଶ୍ରୁ ଜଳେ ||



1    6.8K 10

ପ୍ରତିଦିନ

Romance

କାଳେ ତୁମେ ଚାଲିଯିବ ଆଉଥରେ ବହୁ ଦୂର....



1    6.7K 4

ମା'

Others

ଫୁଲଠୁ କୋମଳ...



1    6.9K 3

ଏକତା

Children

ଏକତା ଅଟଇ 



1    6.8K 4

ସମୟ

Children

ସମୟ ଅଟଇ 



1    6.5K 3

ଜୀବନ ପଥେ

Others

ଦୁଃଖ ପରେ ସୁଖ... 



1    6.7K 8

ଦରଦୀ ମନ

Others

ବିରହ ଗାଉଛି ...



1    1.2K 4

ଅଭିନୟ

Others

ଭୁଲିବାକୁ ଚାହିଁଲେ ମୁଁ ...    



1    6.9K 7