@dr-diptiranjan-behera

Dr. Diptiranjan Behera
Literary Colonel
95
Posts
207
Followers
14
Following

ଓଡିଶା ଏବଂ ଓଡ଼ିଆ ଭାଷା ସାହିତ୍ୟ କୁ ଭଲ ପାଉଥିବା ଜଣେ ଓଡ଼ିଆ | ସମସ୍ତେ ଗର୍ବ ରେ କହିବା ଆମେ ଓଡ଼ିଆ | ବନ୍ଦେ ଉତ୍କଳ ଜନନୀ | ଜୟ ଜଗନ୍ନାଥ |

Share with friends

Not only onion can make you cry sometime garlic does too.

You have eye it doesn’t mean that you have to see everything.

ହସିବା ଭଲ କିନ୍ତୁ କାହାର ପରିସ୍ଥିତି ଉପରେ ନୁହେଁ |

ମନ ହେଉକି କାଚ ଥରେ ଭାଙ୍ଗିଗଲେ ଯୋଡିବା କଷ୍ଟକର |

କଢିଟିକୁ ଫୁଟିବାକୁ ଦିଅ, ଫୁଲ ହୋଇ ବଞ୍ଚିବାକୁ ଦିଅ |

ପଞ୍ଜୁରୀ ଖୋଲି ଚଢେଇ ଟିକୁ ଉଡାଇଦେଉଥିବା ସମୟରେ, କୁନି କୁନି ହାତରେ ଖବର କାଗଜ ଚିରି ନରମ ଗଳାରେ ଝାଲ ମୁଢି ନିଅ ବାବୁ ଝାଲ ମୁଢି ନିଅ ଶବ୍ଦ ଗୁଡିକ ମୋତେ ଅସହାୟ, ବିଚଳିତ କରିବା ସହିତ ସତେଯେପରି ମୋର ମଣିଷ ପଣିଆକୁ ଅଟହାସ୍ୟ କରୁଥିଲେ |

ଆଲୋକ ବିନା ଆଇନା ବି ମିଛ କୁହେ |

Mirror can't tell the truth without light.

In each and every moment there is a scope of learning and accordingly in the same moment you have to face the examination too.


Feed

Library

Write

Notification
Profile