STORYMIRROR

ପଞ୍ଜୁରୀ...

ପଞ୍ଜୁରୀ ଖୋଲି ଚଢେଇ ଟିକୁ ଉଡାଇଦେଉଥିବା ସମୟରେ, କୁନି କୁନି ହାତରେ ଖବର କାଗଜ ଚିରି ନରମ ଗଳାରେ ଝାଲ ମୁଢି ନିଅ ବାବୁ ଝାଲ ମୁଢି ନିଅ ଶବ୍ଦ ଗୁଡିକ ମୋତେ ଅସହାୟ, ବିଚଳିତ କରିବା ସହିତ ସତେଯେପରି ମୋର ମଣିଷ ପଣିଆକୁ ଅଟହାସ୍ୟ କରୁଥିଲେ |

By Dr. Diptiranjan Behera
 104


More oriya quote from Dr. Diptiranjan Behera
4 Likes   0 Comments
6 Likes   0 Comments
2 Likes   0 Comments
1 Likes   0 Comments
5 Likes   0 Comments

Similar oriya quote from Abstract