Attempts to write the words of the heart in pen
ବୋଧେ ଆଉ କାହା ସ୍ବପ୍ନ ଦେଖିଛି! ଆଉ କାହା ସହ ରାତି କାଟିଛି! ମତେ ଖଳନାୟକ ସଜେଇ ବୋଧେ ଆଉ କାହା ସ୍ବପ୍ନ ଦେଖିଛି! ଆଉ କାହା ସହ ରାତି କାଟିଛି! ମତେ ଖଳନାୟକ ସଜେଇ
ମୁଁ ସାଜି ଥିବି ମଧୁରାତି ପରଦେଶର ତୁମେ ବସିଥିବ ଫୁଲ ଶେଯ ସଜାଡି l ମୁଁ ସାଜି ଥିବି ମଧୁରାତି ପରଦେଶର ତୁମେ ବସିଥିବ ଫୁଲ ଶେଯ ସଜାଡି l
ଯାହା କୋଳେ ରହି ଦୁନିଆ ଦେଖିଛ ସେ ଜାତି କୁ ଆଜି ଦେଲ ଜଳେଇ ଯାହା କୋଳେ ରହି ଦୁନିଆ ଦେଖିଛ ସେ ଜାତି କୁ ଆଜି ଦେଲ ଜଳେଇ
ଶିଖେଇଛନ୍ତି ସେ ପରୋପକାରୀ ସହିଷ୍ଣୁତା ଭାବ ସଦା ମଣିଷପଣିଆ ଦରଦୀ ହୃଦୟ ରଖିବାକୁ ସଦା ସର୍ବଦା... ଶିଖେଇଛନ୍ତି ସେ ପରୋପକାରୀ ସହିଷ୍ଣୁତା ଭାବ ସଦା ମଣିଷପଣିଆ ଦରଦୀ ହୃଦୟ ରଖିବାକୁ ସଦା ସର୍ବ...
ସ୍ମୃତି କେବେ ନଈ କୂଳେ ବାଲିଘର ସ୍ମୃତି କେବେ ବତୀଘର ଅନ୍ଧକାର ll ସ୍ମୃତି କେବେ ନଈ କୂଳେ ବାଲିଘର ସ୍ମୃତି କେବେ ବତୀଘର ଅନ୍ଧକାର ll