Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KAUSHIK KUMAR HOTA

Others

3  

KAUSHIK KUMAR HOTA

Others

ସଂସାରେ ହେବା ମହାନ

ସଂସାରେ ହେବା ମହାନ

1 min
284



ଧନ ବଡ ନୁହେଁ ମନ ବଡ଼ ନୁହେଁ

ମହତ କରମ ଜାଣ,

ମହତ କରମ ସାଧି ଆନ ହିତେ

ସଂସାରେ ହେବା ମହାନll

ଆଜି ଯିଏ ନିଜ କାଲି ସିଏ ପର

ଏଇତ ସଂସାର ରୀତି,

ପରକୁ ଆପଣା କରିଯେ ପାରିଲେ

ଜଗତେ ପାରିବା ଜିତିll

ମଧୁର ବିନୟ ବଚନେ ତୋଷିବା

ଲଘୁଜନ, ଗୁରୁଜନେ,

ପାଇବା ପ୍ରଶଂସା ସାହି ପଡିଶାରେ

ଝୁରିବେ ଆମକୁ ଦିନେll

ଅଳପରେ ସଦା ଲଭିବା ସନ୍ତୋଷ

ଲୋଭ ତେଜୁଥିବା ମନୁ,

ନିରଳସ ଦିନ କାଟୁଥିବା ଆମେ

କରମେ ଆଳସ୍ୟ ବିନୁll

କୌଶିକ କୁମାର ହୋତା, ନବମ ଶ୍ରେଣୀ,

କେରଳା ପବ୍ଲିକ ସ୍କୁଲ, ରାଇରଙ୍ଗପୁର,

ମୟୁରଭଞ୍ଜ l


Rate this content
Log in