Audio

Forum

Read

Contests

Language


Write

Sign in
Wohoo!,
Dear user,
ଜଳ ଓ କଳିକାଳ
ଜଳ ଓ କଳିକାଳ
★★★★★

© Dibyajyoti Mohanty

Others

1 Minutes   6.9K    4


Content Ranking

ଜଳ ଓ କଳିକାଳ

ମାଡି ଆସିଲାଣି ଘୋର କଳିକାଳ

ଶେଷ ହେଲାଣି ପୃଥିବୀ ପୃଷ୍ଠରୁ ଜଳ

କେତେ ଯେ କର ତୁମେ ଜଳର ଅପଚୟ

ସମୟ ଥାଉ ଥାଉ କର ହେ ଟିକେ ସଂଚୟ

ଯୁଦ୍ଧର କାରଣ ପାଲଟିଲାଣି ଏହି ଜଳ

ଜଳକୁ ନେଇ ଥରିଲାଣି ଦେଶର ଶାସନକଳ

ଜଳ ବିନା ଯେ ଏ ଜୀବନ ଅସମ୍ଭବ

ସଙ୍କଟର ଦୃଶ୍ୟ ଏଇ ତ ହେଲା ଆରମ୍ଭ

ଏଠାରେ ଲୋକଙ୍କୁ ମିଳୁନାହିଁ ଜଳ

ସରକାର କୁହନ୍ତି ପୁଣି ଠିକ୍ କରିବେ ପରିମଳ

ହେ ମଣିଷ ସମାଜ ସରିଲାଣି ତୁମ କାଳ ବେଳ

ସଂଚୟ କର ଜଳ ସମୟ ସହ ଦେଇ ତାଳ

ଜଳ ବିନା କରିବ ତୁମେମାନେ କିପରି ବିକାଶ

ପରା... ଜଳ ବିହୁନେ ସୃଷ୍ଟି ନାଶ, ଜଳ ଗହନେ ସୃଷ୍ଟି ନାଶ

ଦିବ୍ୟଜ୍ୟୋତି ମହାନ୍ତି

ମୋ -୭୩୭୭୫୧୦୨୫୪

Email-mikunmohanty63@gmail.com

ଜଳ ଓ କଳିକାଳ

Rate the content


Originality
Flow
Language
Cover design

Comments

Post


Some text some message..