Amiya Bej

Others

3  

Amiya Bej

Others

❀❀❀ ସୁଗୃହିଣୀ ❀❀❀

❀❀❀ ସୁଗୃହିଣୀ ❀❀❀

1 min
14.2K


❀❀❀ ସୁଗୃହିଣୀ ❀❀❀

ମାସ ପୁରିବାକୁ ଆଉ ମୋଟେ ଦୁଇଟା ଦିନ । ଏଥରକ ପାଳି' ମୋର । ଠିକ୍ ପହିଲାରେ ବାପାମା' ଦିହେଁ , ବଡ଼ଭାଇଙ୍କ ଘରୁ ଆସି ଏଇଠି ପହଞ୍ଚିଯିବେ । ମାସିକିଆ ବଜେଟ୍ କୁ ନେଇ ମୋତେ ଭାରି ବ୍ୟସ୍ତ ଲାଗୁଥିଲା । "କାହିଁକି ଛାନିଆଁ ହେଉଛ ହେ ! ହପ୍ତାକୁ ତିନିଥର ବଦଳରେ ଥରୁଟିଏ ଆଇଁଷ ଆଣିଲେ, ଦୁହିଁଙ୍କର ଖର୍ଚ୍ଚ ପରା ଉଠିଯିବ ।" ସ୍ତ୍ରୀ ମୋର କାଂଧରେ ହାତ ଚାପି କହିଲେ । ସବୁ ଚିନ୍ତା ଦୂର ହେଇଗଲା ମଥାରୁ ମୋର । ପ୍ରକୃତରେ ସ୍ତ୍ରୀଟି ମୋର ସୁଗୃହିଣୀ ଥିଲା ।।।।।।।।।

❀❀❀ ଅମୀୟ ବେଜ୍ , ଘଟଗାଁ ,କେନ୍ଦୁଝର ❀❀❀


Rate this content
Log in