STORYMIRROR

Jayasena Pradhan

Others

3  

Jayasena Pradhan

Others

ମୋ ଗାଁ

ମୋ ଗାଁ

1 min
176

ସୁନ୍ଦର ଏହି ସବୁଜିମା ଧରାଣୀର ବକ୍ଷରେ ସୁନ୍ଦର ରୂପ ଧାରଣ କରିଛି ମୋର ଏହି ପଲ୍ଲୀ ଗାଁ ମାଳ ତେନ୍ତୁଳିଆ।ଏହାର ଗୋଟିଏ ପାର୍ଶ୍ଵରେ କୁଳୁକୁଳୁ ନାଦ କରି ବହି ଯାଉଛି ଧନେଇ ଡ୍ୟାମରୁ ନିର୍ଗତ ଧନେଇ ନଦୀର ସୁନିଳ ଜଳ ରାଶି।ଯେଉଁ ନଦୀର ଜକକୁ ଆଧାର କରି ଏଠାକାର କୃଷକ ଭାଇ ଜୀବିକା ନିର୍ବାହ କରୁଛନ୍ତି।


ଅପର ପାର୍ଶ୍ୱରେ ପାହାଡ ତଳେ ବହିଯାଇଛି ଧନେଇ କେନାଲ। ଗୋଟିଏ ପାଖରେ ମା ଜଗତ ଜନନୀ କାଳୀଙ୍କର ମନ୍ଦିର ବେଢା ଶୋଭା ପାଉଥିବା ବେଳେ ଆଉ ଗୋଟିଏ ପାଖରେ ଭଗବାନ ଶିବଙ୍କ ମନ୍ଦିର ସୁଶୋଭିତ ଅଟେ।ଗାଁ ମଝିରେ ରାଧା ମାଧବ ମନ୍ଦିର ସୁଶୋଭିତ ଅଟେ। ଏହିଭଳି ସୁନ୍ଦର ଭାବେ ସଜିତ ଏହି ମୋର ପଲ୍ଲୀ ଗ୍ରାମ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍