କୁହ୍ଲିଆ
କୁହ୍ଲିଆ

1 min

361
ସୂର୍ଯ୍ୟୋଦୟ କାଳରେ ନିଜର ଛାଈକୁ ଦେଖି କୁହ୍ଲିଆଟା ଵିଚାର କଲା "ଆଜି ମୁଁ ଗ୍ରହଣ ଟାଏ ଓଟକୁ ଖାଇଵି । ”
ସକାଳୁ ଦିପହର ଯାଏଁ ସେ ଓଟ ଉଣ୍ଡିଵାରେ ଲାଗିଗଲା ହେଲେ ଓଟଯାକ ତ ମରୁଭୂମିରେ ଏଠି ନଟାରେ ଓଟ ଵା କାହୁଁ ମିଳିଵ !
ସକାଳଟା ସାରା ବୁଲିବୁଲି ବି ସେ ଓଟଟେ ଦେଖିଵାକୁ ପାଇଲା ନାହିଁ ।
ଦିପହରେ ସେ ନିଜ ଛାଇ ଦେଖି ପୁଣି ଵିଚାର କଲା ―
"ଏଵେ ତ ଗୋଟେ ମୂଷା ମିଳିଗଲେ ବି ମୋର ଚଳିଯାଆନ୍ତା” !!!
©ଖଲୀଲ୍ ଜିବ୍ରାନ୍