ଶିଶିର ସାହୁ ମନୋଜ

Others

2  

ଶିଶିର ସାହୁ ମନୋଜ

Others

କୁହ୍ଲିଆ

କୁହ୍ଲିଆ

1 min
368


ସୂର୍ଯ୍ୟୋଦୟ କାଳରେ ନିଜର ଛାଈକୁ ଦେଖି କୁହ୍ଲିଆଟା ଵିଚାର କଲା "ଆଜି ମୁଁ ଗ୍ରହଣ ଟାଏ ଓଟକୁ ଖାଇଵି । ”

ସକାଳୁ ଦିପହର ଯାଏଁ ସେ ଓଟ ଉଣ୍ଡିଵାରେ ଲାଗିଗଲା ହେଲେ ଓଟଯାକ ତ ମରୁଭୂମିରେ ଏଠି ନଟାରେ ଓଟ ଵା କାହୁଁ ମିଳିଵ ! 


ସକାଳଟା ସାରା ବୁଲିବୁଲି ବି ସେ ଓଟଟେ ଦେଖିଵାକୁ ପାଇଲା ନାହିଁ ।


ଦିପହରେ ସେ ନିଜ ଛାଇ ଦେଖି ପୁଣି ଵିଚାର କଲା ―


"ଏଵେ ତ ଗୋଟେ ମୂଷା ମିଳିଗଲେ ବି ମୋର ଚଳିଯାଆନ୍ତା” !!!

©ଖଲୀଲ୍ ଜିବ୍ରାନ୍


Rate this content
Log in