puja pradhan

Children Stories Inspirational

4  

puja pradhan

Children Stories Inspirational

ହଜିଯାଇଥିବା ବନ୍ଧୁ

ହଜିଯାଇଥିବା ବନ୍ଧୁ

4 mins
511


ଆଜି ର ଦୁନିଆରେ ଫୋନ ରେ ସବୁ ପ୍ରକାର ସୁବିଧା ଅଛି l ଯାହା ଖୋଜିବ ସାଙ୍ଗେସାଙ୍ଗେ ମିଳିଯିବ କୌଣସି କାମ ହେଉକି

କିଛି କିଣିବା କି ପୁରୁଣା ଜିନିଷର ବିକ୍ରି ସେସବୁ କିଛି ହୋଇ ପାରୁଛି କେବଳ ସେତିକି ନୁହେଁ l ଝିଅ, ପୁଅ ବାହାଘର ହେବାରେ କିଛି ବି ଅସୁବିଧା ହୁଏନାହିଁ ଭଲ ସୁବିଧାରେ ଭଲ ପାତ୍ର ଓ ପାତ୍ରୀ ମିଳି ପାରୁଛି l କେଉଁଠିକୁ ଯିବାକୁ ହେଲେବି କୌଣସି ଲାଇନରେ ଠିଆ ହୋଇ ଟିକେଟ କରିବାକୁ ପଡ଼େନାହିଁ ସବୁକିଛି ସୁବିଧାରେ ହୋଇ ପାରୁଛି ଦୋକାନରୁ ଦୋକାନ ବୁଲି ବୁଲି କୌଣସି ଜିନଷ କୁ ଟିକି ନିଖୀ ଭାବରେ ଦେଖିବାକୁ ମଧ୍ୟ୍ୟ ପଡିବନାହିଁ l onlineରେ ସବୁକିଛି ମିଳି ଯାଉଛି l ବାହାରକୁ ଯିବା କିମ୍ବା କୌଣସି ଝିନ ଝଟ ନଥିବ l ପୂର୍ବରୁ କିନ୍ତୁ ଏତେ ସବୁ ସୁବିଧା ହୋଇ ନଥିଲା ଯାହା ଏବେ ହୋଇଛି l ଯେମିତିଵି ପ୍ରଶ୍ନମନକୁ ଆସିଲେ ଉତ୍ତର ଫୋନରେ ଅଛି ଯେବେ ଏତେ ସବୁ କାମ ହୋଇପାରୁଛି ତେବେ ଜଣକୁ ଖୋଜି ବାହାର କରିବା କୌଣସି ବଡ଼କାମ ନୁହେଁ ହେଲେ ସେହି ଲୋକ ଜଣକ ଆମକୁ ଜାଣି ପାରିବା ଦରକାର ଅନେକ ଦିନ ପରେ ପୁରୁଣା ସାଙ୍ଗ ମାନକୁ ଫୋନରେ ଦେଖି ବୋହୁତ ଖୁସି ଲାଗିଲା ଯେମିତି ମାନେ ପଡିଗଲା ସ୍କୁଲ ବେଳର ପ୍ରତେକ କଥା ମନେ ମନେ ଭାବିଲି ମୋତେ ଜାଣି ପାରିବେକିନାହିଁ ? ତୁମେ କିଏ ବୋଲି ଯଦି ପଚାରି ଦେବେ ସବୁ କିଛି ସରିଲା ବୋଲି ଜାଣ ବୋହୁତ ଖରାପ ଲାଗିବ ସଦା କହିଲା ତୁ ପ୍ରଥମେ ଫ୍ରେଣ୍ଡ request ପଠା ସେମାନେ ବୋହୁତ ଖୁସି ହେବେ ହେଲେ ତୁ ଯଦି ଘରେ ଭାବିବୁ ମୋତେ ଜାଣିପାରିବେନି ତେବେ ସେମିତି ଭାବୁଥିବୁ ? ସଦା ହେଉଛି ମୋର ଜଣେ ପିଲା ଦିନର ବନ୍ଧୁ ତାର (c)ସେକ୍ସନ ଓ ମୋର (a)ମିଶିକି ସ୍କୁଲ ଯିବା ଆସିବା ଡେରି ହେଲେ ମୋତେ ଅପେକ୍ଷା କରିବା ଯେମିତି ତାର ସବୁ ପ୍ରଶ୍ନ ର ଉତ୍ତର ମୋରି ପାଖରେ ରହିଯାଇଛି କିଛି ହେଲେବି ଆସିବ କହିବ ଖାତା ଦେ, l ନହେଲେ ମୋ ପାଇଁ ସବୁ ଲେଖି ଦେ ମୁଁ ଘରେ ଘୋଷିଦେବୀ ବୋଲି କହେ ମୁଁବି ମନାକରି ପାରେନି ଲେଖି ଦେଇଥାଏ ସଦା ବୋହୁତ ଖୁସି ହୋଇଥାଏ l କେତେ ଗୁଡ଼ାଏ ବର୍ଷ ପରେ ସଦା ମୋ ନମ୍ବର ଘରପାଖ ଭଉଣୀକୁ ମାଗିଛି ଯେବେ ସେ ମୋତେ ଫୋନ କରିଛିମୁଁ ପୂଜା ସାଙ୍ଗ ତା ସହିତ କଥା ହେବି ବୋଲି କହିଲା l ତାକୁ ଡରେଇବା ପାଇଁ ମୁଁ କହିଲି ଏଠି ସେମିତି କେହି ରୁହନ୍ତିନିl  ବାସଏତିକି କଥାରେ ସଦା ଚୁପ କଣବା କହିବ ଫୋନ କାଟିଦେଲା କିଛି ଦିନପରେ ଫୋନ କରିଲା ଓ ସେଦିନର କଥା କହିବାରୁ ମୁଁ ହସି ଥିଲି କହିଲା ଜାଣିଛୁ ଫୋନ କରିଥିଲି l  

  ହେଲେ ତୁ ଜାଣି ପାରିବୁନୁ କିଏ ଜଣେ କହିଲେ ନା ପୂଜା ନାଁରେ କେହିବି ଏଠି ରୁହନ୍ତିନି ତା କହିବା କଥା ଶୁଣି ମୁଁ ଡରରେ

  ଫୋନ ହିଁ ରଖି ଦେଇଛି l ମୁଁ ହସିବାରୁ କହିଲା ତୁ ହସୁଛୁ

  ମୁଁ କିନ୍ତୁ ପୁରା ଡରି ଯାଇଥିଲି ମୁଁ କହିଲି ମୁଁ ଦେଖୁଥିଲି ତୁ ମୋତେ ଜାଣିପାରିଛୁ କି ନାହିଁ l ହେଲେ ତୁ ବୋହୁତ ଡରି ଯାଇଥିଲୁ ମୁଁ କେତେ ହସିଛି ତୁ ଜାଣିହିଁ ପାରିବୁନୁ l ଯାହା ହେଉ ତୁ କିଛିବି ବଦଳିନୁ ଜାଣିଛୁ ତୋକଥା ସବୁ ସାଙ୍ଗ ମାନେ

  କୁହନ୍ତି ତୁ କଣ କାହାସହିତ କଥା ହୋଇନୁକି?  

  ଅରେନା କଥା ହୋଇନି ସେମାନେ କଣ ମୋତେ ମନେ ରଖିଥିବେକି ସମସ୍ତେ ଯଦି କହିବେ ତୁକିଏ ତେବେ ବୋହୁତ ଖରାପ ଲାଗିବ ସେଥିପାଇଁ ମୁଁ କିଛିବି କୁହେନି ଦେଖିଥାଏ ମନେ ପଡ଼ିଯାଏ ଏକାଠି ବିତେଇ ଥିବା ସେହି ପୁରୁଣା ଦିନ ଗୁଡିକ ବାସ ଭାବେ ହସିଦିଏ କିନ୍ତୁ କାହାରୀ କୁ କିଛିବି କହେନି ଯଦି କେହି ଆମକୁ ଜାଣି ପାରୁନି ତେବେ ଜଣେଇବା କଣ ଦରକାର ହୋଇଥାଏ ?ଆରେ ନା ସେମିତି କିଛିବି ନୁହେଁ l ତୁ ଜାଣିନୁତୋର ବୋହୁତ ସାଙ୍ଗ ତୋ ବିଷୟରେ କୁହନ୍ତି l ହେଲେ ତୋର କିଛିବି ଖବର ମୋ ପାଖରେ ନାହିଁ ସେଥିପାଇଁ

 ମୁଁ କିଛିବି କୁହେନି ହେଲେ ଏବେ କହିବି ଜାଣିଛୁ ଆମେ ଗୋଟେ ଗ୍ରୁପ କରିଛୁ ସବୁ ସାଙ୍ଗମାନେ କଥା ହୋଇଥାଉ ତୁ ଯଦି କହିବୁ ତୋ ନା କୁ ଆଡ଼ କରିଦେବି ଜାଣି ପାରିବୁ ତୋତେ ସମସ୍ତେ ମାନେ ରଖିଛନ୍ତି l ହେଉ ତେବେ ଆଡ଼ କରିଦେବୁ ?  

ଶୁଣ ତୋର ଗୋଟେ ଫୋଟ Facebook ର dipi ରେ ରଖିବୁ ତୁ ସେହି ପୂଜା ବୋଲି ସେମାନେ ନହେଲେ କେମିତି

 ଜାଣିବେ ତାପରେ ତୋତେ ଖୋଜିବା ସେମାନଙ୍କର ବନ୍ଦ ହେବ

 ସତକୁ ସତ କେତେ ଜଣକୁ ପ୍ରଥମେ ଦେଖିଲି ହେଲେ କିଛି କହିବାକୁ ଭଲ ଲାଗିଲାନି ସମସ୍ତ ଙ୍କୁ ଦେଖେ ମୋ ମନର କଥା ଙ୍କୁ ମନରେ ହିଁ ରଖିଦିଏ ଏମିତି ଏମିତି ରେ ଅନେକ ଦିନ ଚାଲି ଯାଇଥିଲା l ଦିନେ ମୋର ସବୁଠାରୁ ପ୍ରିୟ ସାଙ୍ଗକୁ ଦେଖିଲି କାହିଁକି କେଜାଣି ମନ କୁ ରୋକି ପାରିଲିନି l ତାର ସବୁ ଫଟୋ ଦେଖିଲି ତା ତରଫରୁ କଣ ଉତ୍ତର ମିଳିବ ଜାଣିନଥିଲି ହେଲେ

 ତାକୁ ପ୍ରଥମେ  Messenger ମୋ ନମ୍ବର ପଠେଇଲି call କରିବାକୁବି କହିଥିଲି l ମନ ଭିତରେ ଭାବୁ ଥିଲି ସତରେ ମୋତେ ଜାଣି ପାରିବତ ଠିକ ଖରା ବେଳକୁ ପିଲାମାନଙ୍କୁ ଖାଇବାକୁ ଦେବାକୁ ଯାଉ ଥିଲି ସେତବେଳକୁ ମୋ ଫୋନ ଟି ବାଜି ଉଠିଲା ଝିଅ କହିଲା କାହାର ଗୋଟିଏ ନୂଆ ନମ୍ବର ରେ call ଆସିଛି l ମୁଁ କହିଲି ହେଉ ତୁ କଥାହେ ଝିଅ କହିଲା ହେଲେ ସେପଟରୁ ଶୁଭିଲା ବୋଉକୁ ଫୋନ ଦିଅ ଝିଅ କହିଲା ତମକୁ କିଏ ଖୋଜୁଛନ୍ତି ? ମୋତେ ବିଶ୍ୱାସ ଲାଗିଲାନି କି ସତରେ ମୋ ସାଙ୍ଗ ସେପଟରୁ call କରିଛି ବୋଲି ଯେତେବେଳେ ମୁଁ ହାଲୋ ବୋଲି କହିଦେଇଛି ପୁରୁଣା କଣ୍ଠ ପରି ଚିହ୍ନା ସ୍ବରଟିଏ କହିଲା ଆବେ ପୂଜା କି ତୋତେ ମୁଁ କେତେ ଖୋଜିଛି ଯାହା ହେଉ ମିଳିଗଲା ମୁଁ କହିଲି ତୁ ଜାଣି ପାରିଲୁ ମୁଁ ପୂଜା ବୋଲି ? ହଁ ଜାଣି ପାରିଲି ଗୋଟାଏ ବାହାଘରକୁ ଯାଇଥିଲି ଯେମିତି ଦେଖିଛି କେମିତି ଘରକୁ ଯିବି ତୋତେ call କରିବି ଭାବୁଥିଲି l ମୁଁ ସିନା ତୋତେ ନମ୍ବର ଦେଲି ହେଲେ ବୋହୁତ ଭାବନାରେ ଦେଇଛି କାଳେ ମୋତେ ତୁ ଚିହ୍ନି ପାରିବୁନି ସବୁଦିନ ଭାବେ ପୁଣି ଥରେ ଭାବିଲିହଉ ନ ଚିହ୍ନି ପଛେ କିନ୍ତୁ ମୁଁ ତ ତୋତେ ଭୁଲି ପାରିନି ସେଥିପାଇଁ

ତୋ meseenger ନମ୍ବରରେ call କରିବାକୁ ମୋ ନମ୍ବର

ଦେଇଥିଲି l ତୁ କେମିତି ଭାବି ପାରୁଛୁ ମୁଁ ତୋତେ call 

କରିବିନି ବୋଲି ସବୁଦିନ ତୋତେ ବୋହୁତ ଖୋଜ ହେଲେ ତୋର ନମ୍ବର ନାହିଁ l କିନ୍ତୁ ମୁଁ ଜାଣିସାରିଥିଲି କି ଏହି ନମ୍ବର ତୋର ଯାହାବି ହେଉ ମୁଁ ବୋହୁତ ଖୁସି ତୋ ନମ୍ବର ମୋତେ ମିଳିଗଲା ଓ ତୋତେ ଖୋଜିବା ମୋର ଶେଷ ହୋଇଛି ଜାଣିଛୁ ମୁଁ ତାଙ୍କୁ ମାନେ ମୋ ସ୍ୱାମୀ କୁ କହିଲି ତୁ ମୋତେ ମିଳିଗଲୁ ବୋହୁତ ଗୁଡ଼ାଏ ଖୁସି କେତେଦିନ ପରେ ଆମର ଦେଖା ହୋଇଛି ଜାଣିଛୁ ଦିନନୁହେଁ କେତେ ଗୁଡ଼ାଏ ବର୍ଷ ପରେ ଆମରଦେଖା ହୋଇଛି l ସ୍କୁଲରେ କେମିତି ଟିଫିନ ଖାଇବା ଜଣେ ଯଦି ନ ଲେଖିଛି l ତେବେ କେହିବି ଖାତା ନ ଦେଖେଇବା ଯଦି ଜଣେ କୌଣସି ବିଷୟ ଘୋଷିଛି ହେଲେ ଅନ୍ୟ ଜଣେ ଯଦି କରିନି ତାପାଇଁ ସାର ଙ୍କ ଠୁ ନାମୁବି କରିନି କହି class ବାହାରେ ଠିଆ ହେବା ସବୁ କଥା ଗୁଡିକ ଆଖିରେ ନାଚି ଯାଉଥିଲା l ଡେଜି କହିଲା ଜାଣିଛୁ ପୂଜା ଧନ୍ୟବାଦ ଦେବା କଥା ଆମେ ଯାହାପାଇଁ ଏକାଠି ହୋଇପାରିଛେ କହିଲୁ ଦେଖି ସେ କିଏ Facebook ହଁ ଜାଣିଛି ତାକୁ ହିଁ ଅଶେଷ ଧନ୍ୟବାଦ ସେନଥିଲେ ହୁଏତ ଆମେ ଏକାଠି ଵି ହୋଇପାରି ନଥାନ୍ତେ? ହଁ ତେଣୁକରି ତାକୁ ବୋହୁତ ଧନ୍ୟବାଦ

ଠାକୁରେ କରନ୍ତୁ ଆମପରି ଏମିତି ବୋହୁତ bestfriends 

ଦେଖା ହୁଅନ୍ତୁ ପରସ୍ପର ସହିତ ନିଜର ସୁଖ ଦୁଃଖ ବିଷୟରେ କଥା ହୁଅନ୍ତୁ l ଯାହାବି ହେଉ ମୁଁ ବୋହୁତ ଖୁସି ଆବେ ତୁ ନୁହେଁ

ଆମେ ଦି ଜଣ ଖୁସି l


Rate this content
Log in