STORYMIRROR
ଯେତେବେଳେ ...
ଯେତେବେଳେ ...
ଯେତେବେଳେ ...
“
ଯେତେବେଳେ ଚାନ୍ଦକୁ ଦେଖୁଛ ସେତେବେଳେ ସୁନ୍ଦର ପୃଥିବୀର ଶୀତଳ ତା ଅନୁଭବ କର। ଯେତେବେଳେ ସୂର୍ଯ୍ୟ ଙ୍କୁ ଦେଖୁଛ ଭଗବାନଙ୍କ ଶକ୍ତି କୁ ଅନଭବ କର ।ଆଉ ଯେତେବେଳେ ଦର୍ପଣ ସାମ୍ନାରେ ନିଜକୁ ଦେଖୁଛ ସେତେବେଳେ ଭଗବାନଙ୍କ ସୁନ୍ଦର ଶୃଷ୍ଟିକୁ ଅନୁଭବ କର,ଦେଖିବ ସବୁ ଅବଶୋସ ଦୂରେଇ ଯାଇ ଜୀବନ ସୁଖମୟ ହେବ ।
”
525
More oriya quote from Mamatamanjari Das
Similar oriya quote from Abstract
Download StoryMirror App