Mamatamanjari Das
Literary General
AUTHOR OF THE YEAR 2019,2021 - NOMINEE

595
ಪೋಸ್ಟ್\u200cಗಳು
226
ಅನುಯಾಯಿಗಳು
2
ಅನುಸರಿಸಲಾಗುತ್ತಿದೆ

Graduation ସ୍କୁଲ ଜୀବନରୁ ଲେଖା ସହ ଜଡିତ। ପ୍ରଥମ ଲେଖା ଗପ "ଗୋଟିଏ ବୃନ୍ତରେ ଦୁଇଟି କଢି" ।ସବୁଠାରୁ ଖୁସିର ସମୟ କଲେଜ ଲାଇଫ୍ ରେ ଶ୍ରୀଯୁକ୍ତ ସାତକଡି ହୋତା ଙ୍କ ଠାରୁ ଶ୍ରେଷ୍ଠ କବୟତ୍ରୀ ର ସମ୍ମାନ ଉଭୟ ଗଳ୍ପ ଓ କବିତା ପାଇଁ ।

ಸ್ನೇಹಿತರೊಂದಿಗೆ ಹಂಚಿಕೊಳ್ಳಿ
Earned badges
See all

ଚାହୁଁ ଥିବା ଚିଜ ମିଳିଯାନ୍ତା ଜଦି ସଂସାରେ ନଥାନ୍ତା ଦୁଃଖ ର ଛାଇ ମନ୍ଦିର ନଥାନ୍ତା ମସ୍ଜିଦ୍ ନଥାନ୍ତା ପ୍ରଭୁଙ୍କ ନାମକୁ ନନେଇ କେହି ।

ଜୀବନରେ ଦୁଇଟି ଜିନିଷ ପରିତ୍ଯାଗ କରନ୍ତୁ "ମୁଁ" ଆଉ "ମୋର",ତା ପରେ ଦେଖିବେ ଜୀବନ ଟା ଆନନ୍ଦ ମୟ ହୋଇଯିବ।

ସତ୍ୟ ଶିବ ଏଇ ସୁନ୍ଦର ସୃଷ୍ଟିରେ ଏବେ ବଦଳୁଛି ପ୍ରକୃତି ରୂପ କଙ୍କ୍ରିଟ ଜଙ୍ଗଲ ଦିଶେ ସବୁଆଡେ ଦିଶୁନାହିଁ ଆଉ ବୃକ୍ଷ। ଏହିପରି ଯଦି କ୍ଷୟ ହେଉଥିବ ପ୍ରକୃତି ରାଣୀଙ୍କ କୋଳ ବିଶ୍ୱ ଧ୍ୱଂସ ଆଉ ଵେଶି ଡେରିନାହିଁ ଆସିଲାଣି ମୃତ୍ୟୁ ବେଳ।

ସୃଷ୍ଟିର କରତା ସ୍ରଷ୍ଟା ପାଖେ ଆଜି ଏତିକି କରେ ଗୁହାରି ଦୂର କରିଦିଅ ଏ ସଂସାର ଦୁଃଖକୁ ଆହେ ଲିଳାମୟ ହରି।

ବେଳେ ବେଳେ ଆଖିର ଲୁହକୁ ଲୁଚାଇ ହସିବାକୁ ପଡେ,କାରଣ ଅକୁହା ଦୁଃଖକୁ ବୁଝିବାର ସାମର୍ଥ୍ୟ ସଭିଙ୍କ ପାଖରେ ନଥାଏ ।

ଚାଲିବାକୁ ଏହି ଜୀବନ ପଥରେ ଆସୁ ଯେତେ ଘାତ ପ୍ରତିଘାତ ତଥାପି ଜୀବନ ଜୀଇଁବାକୁ ହେବ ହସିବାକୁ ହେବ ଅବିରତ।

ମଣିଷ ଦାମିକା ଉପହାର ଦେଇ ମନ କିଣିବାକୁ ଚେଷ୍ଟା କରେ।ହେଲେ ସେଇଟା ଯେ କ୍ଷଣସ୍ଥାୟୀ ସେ ଯାଣି ନଥାଏ।ଯେ ପର୍ଯ୍ୟନ୍ତ ଦେବା ଚାଲିଥାଏ ସେ ପର୍ଯ୍ୟନ୍ତ ସମ୍ପର୍କ ଥାଏ।ତେଣୁ କାହାକୁ ଯଦି କିଛି ଦେବାକୁ ଚାହୁଁଛ ନିଜ ମୂଲ୍ୟବାନ ସମୟରୁ କିଛି ଦେବାକୁ ଚେଷ୍ଟାକର ଦେଖିବ ତୁମେ ସବୁଦିନ ତାଙ୍କ ହୃଦୟରେ ରହିବ।

ବଡ ହେବାପାଇଁ ଲୋଡା ନୁହେଁ ଧନ ଲୋଡ଼ା ସ୍ୱଚ୍ଛ ମନଟିଏ ପର ଉପକାରେ ଜୀବନ ଲାଗିଲେ ଜନ୍ମ ଚରିତାର୍ଥ ହୁଏ।

ସମୟ ଭଳି ସମ୍ପର୍କ ବି ବେଳେ ବେଳେ ବଦଳି ଯାଇଥାଏ, କିନ୍ତୁ ତଫାତ୍ ଏତିକି ଯେ ସମୟ ବଦଳି ଗଲେ ସହି ହୁଏ ମାତ୍ର ସମ୍ପର୍କ ବଦଳି ଗଲେ ସହିବା କଷ୍ଟକର ହୋଇଥାଏ।


ಫೀಡ್

ಲೈಬ್ರರಿ

ಬರೆಯಿರಿ

ಅಧಿಸೂಚನೆ
ಪ್ರೊಫೈಲ್