STORYMIRROR

ଯେତେ ହୃଦୟକୁ...

ଯେତେ ହୃଦୟକୁ କଠୋର କଲେ ମଧ୍ୟ କାହାର ଦୁଃଖ ଦେଖିଲେ ଯମା ରହିହୁଏ ନାହିଁ , ହୃଦୟ ଭିତରୁ କୋହ ଉଠି ଥପ୍ କିନା ଆଖିରୁ ଦି' ବୁନ୍ଦା ଲୁହ ବାହାରିଯାଏ।

By Dr Jharana Satapathy
 82


More oriya quote from Dr Jharana Satapathy
17 Likes   0 Comments
19 Likes   0 Comments
26 Likes   0 Comments
32 Likes   0 Comments
13 Likes   0 Comments

Similar oriya quote from Abstract