STORYMIRROR

ଯଦି ତୁମେ...

ଯଦି ତୁମେ ବଞ୍ଚିବାକୁ ଡରୁ ନ ମୃତ୍ୟୁକୁ କାହିଁକି ଏତେ ଭୟ କରୁଛ ତମେ କ'ଣ ଜାଣି ନ ମୃତ୍ୟୁରେ ହିଁ ଜୀବନ ସନ୍ନିବେଶିତ ଆଉ ଜୀବନରେ ହିଁ ମୃତ୍ୟୁ ।

By Storymirror Odia
 113