STORYMIRROR
ତୁମକୁ...
ତୁମକୁ...
ତୁମକୁ...
“
ତୁମକୁ ପଚାରିଲି ତୁମ ଭଲମନ୍ଦ
ତୁମେ ହସିଲ , କହିଲ-
କାକର ଭିଜା ପ୍ରତିଶ୍ରୁତି ଦେଇ
ତୁମେ ହଜିଗଲ !!!
-: ଡଃ ଶିବ ପ୍ରସାଦ ତ୍ରିପାଠୀ :-
”
138
More oriya quote from Dr. Shiba Prasad Tripathy
Similar oriya quote from Abstract
Download StoryMirror App