ସତ୍ୟ ଓ ଧର୍ମର ପ୍ରତୀକ ପବିତ୍ର ଦୀପାବଳି ପର୍ବ ।
ପବିତ୍ର ଧାର୍ମିକ ଭାବନା ସହିତ ଆନନ୍ଦ ଓ ଉଲ୍ଲାସରେ ପାଳିତ ହୁଏ ଦୀପାବଳି ପର୍ବ ।
ଆଲୋକର ପର୍ବ ଦୀପାବଳି ସମସ୍ତ ଙ୍କ ପାଇଁ ସୁଖ ଓ ସମୃଦ୍ଧି ଆଣିଦେଉ ,ଶୁଭ ଦୀପାବଳି ।
ଆଲୋକ ଆମ ଜୀବନକୁ ଆଲୋକିତ କରିଥାଏ, କାର୍ଯ୍ୟ କ୍ଷମ ପାଇଁ ଊର୍ଜା ଦେଇଥାଏ ।
ଜୀବନରେ ଅନ୍ଧାର ଯେତିକି ଆଲୋକ ମଧ୍ୟ ସେତିକି ।
ଅନ୍ଧାର ଭିତରେ ଥାଇ ଆଲୋକ ର ଅନ୍ବେଷଣ ହିଁ ଜୀବନ ।
ନିଜେ ଆଲୋକିତ ହୋଇ ଅନ୍ୟ କୁ ଆଲୋକିତ କରିବା ମାନବୀୟ ଧର୍ମ ।
ଯେଉଁ ଭାବ ପ୍ରକାଶ କରି ହୁଏନାହିଁ, ତାହା ଆଖିରେ ଆଖି ମିଶାଇ ବୁଝିହୁଏ।
ବିଫଳତା କୁ ଆଲିଙ୍ଗନ କରି ମନ ଭିତରେ ଉତ୍ସାହ ରହିଲେ ସଫଳତା ପାଇବା ନିଶ୍ଚିତ ।