Dr. Shiba Prasad Tripathy
Literary Colonel
AUTHOR OF THE YEAR 2020,2021 - NOMINEE

2619
लेखन
187
फोल्लोवेर्स
5
फॉलोविंग

I'm Dr. Shiba Prasad and I love to read StoryMirror contents.

मित्रांशी सामायिक करा

ସତ୍ୟ ଓ ଧର୍ମର ପ୍ରତୀକ ପବିତ୍ର ଦୀପାବଳି ପର୍ବ ।

ପବିତ୍ର ଧାର୍ମିକ ଭାବନା ସହିତ ଆନନ୍ଦ ଓ ଉଲ୍ଲାସରେ ପାଳିତ ହୁଏ ଦୀପାବଳି ପର୍ବ ।

ଆଲୋକର ପର୍ବ ଦୀପାବଳି ସମସ୍ତ ଙ୍କ ପାଇଁ ସୁଖ ଓ ସମୃଦ୍ଧି ଆଣିଦେଉ ,ଶୁଭ ଦୀପାବଳି ।

ଆଲୋକ ଆମ ଜୀବନକୁ ଆଲୋକିତ କରିଥାଏ, କାର୍ଯ୍ୟ କ୍ଷମ ପାଇଁ ଊର୍ଜା ଦେଇଥାଏ ।

ଜୀବନରେ ଅନ୍ଧାର ଯେତିକି ଆଲୋକ ମଧ୍ୟ ସେତିକି ।

ଅନ୍ଧାର ଭିତରେ ଥାଇ ଆଲୋକ ର ଅନ୍ବେଷଣ ହିଁ ଜୀବନ ।

ନିଜେ ଆଲୋକିତ ହୋଇ ଅନ୍ୟ କୁ ଆଲୋକିତ କରିବା ମାନବୀୟ ଧର୍ମ ।

ଯେଉଁ ଭାବ ପ୍ରକାଶ କରି ହୁଏନାହିଁ, ତାହା ଆଖିରେ ଆଖି ମିଶାଇ ବୁଝିହୁଏ।

ବିଫଳତା କୁ ଆଲିଙ୍ଗନ କରି ମନ ଭିତରେ ଉତ୍ସାହ ରହିଲେ ସଫଳତା ପାଇବା ନିଶ୍ଚିତ ।


फीड

लाइब्रेरी

लिहा

सूचना
प्रोफाइल