STORYMIRROR
ତୁମେ...
ତୁମେ ଆସ !
ଦଲକାଏ...
ତୁମେ ଆସ...
“
ତୁମେ ଆସ !
ଦଲକାଏ ପବନ ସୁଅରେ
ପାଦ ଚାପି ଚାପି ମୁକୁଳା କେଶରେ
ଛନ୍ଦବଦ୍ଧ କବିତା ଋତୁର
କାକର ଭିଜା ଅୟମାରମ୍ଭରେ ।।
-: ଡଃ ଶିବ ପ୍ରସାଦ ତ୍ରିପାଠୀ :-
”
177
More oriya quote from Dr. Shiba Prasad Tripathy
Similar oriya quote from Abstract
Download StoryMirror App