STORYMIRROR
ତୁ ଆଉ...
ତୁ ଆଉ କଣ କି!
ଆଖି...
ତୁ ଆଉ କଣ...
“
ତୁ ଆଉ କଣ କି!
ଆଖି ଯାହା ଦେଖେ
କଲମ ତା କାଗଜ ପରେ ଲେଖେ
ହୃଦ କାନ୍ଥରେ ଯେଉଁ ଆଲୋଡନ ମାଖେ
ଚାଲୁ ଚାଲୁ ଯାହା ଶିଖେ
କିଛି ଭାଵ ରୋଜଗାର କରେ
କିଣେ
ଆଉ କିଛି ବିକେ
ବୋଧେ କବିତା!
”
43
More oriya quote from Satyabati Swain
Similar oriya quote from Abstract
Download StoryMirror App