Satyabati Swain
Literary General
AUTHOR OF THE YEAR 2020,2021 - WINNER

2672
Posts
240
Followers
2
Following

I'm Satyabati and I love to read StoryMirror contents.

Share with friends
Earned badges
See all

ନିଃସଙ୍ଗତା ଅଭିଶାପ ନୁହେଁ। ଏହା ସର୍ଜନାର ଏନ୍ତୁଡ଼ିଶାଳ।

ନିଃସଙ୍ଗତା ଅଭିଶାପ ନୁହେଁ। ଏହା ସର୍ଜନାର ଏନ୍ତୁଡ଼ିଶାଳ।

ନିଃସଙ୍ଗତା ଜୀବନର ଅନେକ ସତ୍ୟ ସହ ପରିଚିତ କରାଏ।

ହଳଦୀ ବସନ୍ତ ଟିଏ ବେଲ ଗଛେ ବସି ଭାବେ ବିଶ୍ୱ ପରିବେଶ ଦିବସରେ ଏ ଅସହ୍ୟ ତାତି କହିବ କିଏ ସେ କାହଁକି ଏମିତି ହୁଏ ? ଏଥିପାଇଁ ଦାୟୀ କିଏ ?

ସପନ ସରିଲେ ରାତି ଏକୁଟିଆ ନିଶ୍ବାସ ସରିଲେ ଶରୀର ଏକୁଟିଆ ନିଦ ସରିଗଲେ ଆଖି ଏକୁଟିଆ ପ୍ରେମ ସରିଗଲେ ମନ ଏକୁଟିଆ ତୁମ ଖୁସ ପାଇଁ ମୁଁ ଏକୁଟିଆ।

ସନ୍ଦେହୀ ମନକୁ ଦୁରୁ ଜୁହାର, ଜାଳି ପୋଡନ୍ତି ସାରା ସଂସାର; ସଜ ମାଛରେ ପୋକ ପକାନ୍ତି, ଭାଲୁ ପରି "ଭଲ"ଚାଟି ଖାଆନ୍ତି ଅନ୍ୟକୁ ଦୁଃଖ ଦେଇ ସୁଖ ପାଆନ୍ତି।

ସନ୍ଦେହୀ ମନକୁ ଦୁରୁ ଜୁହାର, ଜାଳି ପୋଡନ୍ତି ସାରା ସଂସାର; ସଜ ମାଛରେ ପୋକ ପକାନ୍ତି, ଭାଲୁ ପରି "ଭଲ"ଚାଟି ଖାଆନ୍ତି ଅନ୍ୟକୁ ଦୁଃଖ ଦେଇ ସୁଖ ପାଆନ୍ତି।

ଯେତେ ଦୁଃଖ ସୁଖ ଭୋଗିଲେ ବି ଏ ସଂସାର,ସମ୍ପର୍କ ଏବଂ ସନ୍ତାନ ଖୁବ୍ ସୁନ୍ଦର।

ଯେତେ ଦୁଃଖ ସୁଖ ଭୋଗିଲେ ବି ଏ ସଂସାର,ସମ୍ପର୍କ ଏବଂ ସନ୍ତାନ ଖୁବ୍ ସୁନ୍ଦର।

Feed

Library

Write

Notification
Profile