Satyabati Swain
Literary General
AUTHOR OF THE YEAR 2020,2021 - WINNER

2669
Posts
240
Followers
2
Following

I'm Satyabati and I love to read StoryMirror contents.

Share with friends
Earned badges
See all

ହଳଦୀ ବସନ୍ତ ଟିଏ ବେଲ ଗଛେ ବସି ଭାବେ ବିଶ୍ୱ ପରିବେଶ ଦିବସରେ ଏ ଅସହ୍ୟ ତାତି କହିବ କିଏ ସେ କାହଁକି ଏମିତି ହୁଏ ? ଏଥିପାଇଁ ଦାୟୀ କିଏ ?

ସପନ ସରିଲେ ରାତି ଏକୁଟିଆ ନିଶ୍ବାସ ସରିଲେ ଶରୀର ଏକୁଟିଆ ନିଦ ସରିଗଲେ ଆଖି ଏକୁଟିଆ ପ୍ରେମ ସରିଗଲେ ମନ ଏକୁଟିଆ ତୁମ ଖୁସ ପାଇଁ ମୁଁ ଏକୁଟିଆ।

ସନ୍ଦେହୀ ମନକୁ ଦୁରୁ ଜୁହାର, ଜାଳି ପୋଡନ୍ତି ସାରା ସଂସାର; ସଜ ମାଛରେ ପୋକ ପକାନ୍ତି, ଭାଲୁ ପରି "ଭଲ"ଚାଟି ଖାଆନ୍ତି ଅନ୍ୟକୁ ଦୁଃଖ ଦେଇ ସୁଖ ପାଆନ୍ତି।

ସନ୍ଦେହୀ ମନକୁ ଦୁରୁ ଜୁହାର, ଜାଳି ପୋଡନ୍ତି ସାରା ସଂସାର; ସଜ ମାଛରେ ପୋକ ପକାନ୍ତି, ଭାଲୁ ପରି "ଭଲ"ଚାଟି ଖାଆନ୍ତି ଅନ୍ୟକୁ ଦୁଃଖ ଦେଇ ସୁଖ ପାଆନ୍ତି।

ଯେତେ ଦୁଃଖ ସୁଖ ଭୋଗିଲେ ବି ଏ ସଂସାର,ସମ୍ପର୍କ ଏବଂ ସନ୍ତାନ ଖୁବ୍ ସୁନ୍ଦର।

ଯେତେ ଦୁଃଖ ସୁଖ ଭୋଗିଲେ ବି ଏ ସଂସାର,ସମ୍ପର୍କ ଏବଂ ସନ୍ତାନ ଖୁବ୍ ସୁନ୍ଦର।

ଯେତେ ଦୁଃଖ ସୁଖ ଭୋଗିଲେ ବି ଏ ସଂସାର,ସମ୍ପର୍କ ଏବଂ ସନ୍ତାନ ଖୁବ୍ ସୁନ୍ଦର।

ଜୀବନ କିଛି ନୁହେଁ, ମୁଁ ବୋଲି କିଛି ନାହିଁ, ଗଲାବେଳେ ସବୁ ପଛ କରି ଯିବା ; ତେବେ ବି ଏତେ ଦୌଡା ! ପ୍ରଭୁତ୍ୱ,ପ୍ରତିଷ୍ଠା କିମ୍ବା ପଇସା କଣ ଗଲା ବେଳେ ନେଇକି ଯିବା! ଯିବା ତ ଥୟ।ହୃଦୟରେ ରହିବା ଚେଷ୍ଟା କିଆଁ ନ କରିବା!

ଭୋକ କଲା ବୋଲି ଚୋରି କି କରିବି ! ମନ ହେଲା ବୋଲି କୁକର୍ମ କରିବି!ଇଚ୍ଛା ହେବ ଯାହା ଭଲ ହେଉ କି ମନ୍ଦ କିବା କରିଯିବି ! ଯଦି ଏପରି କରିବି ମଣିଷ ମଧ୍ୟେ କିବା ଗଣା ହେବି!!

Feed

Library

Write

Notification
Profile