STORYMIRROR
ଟେକାଟେ...
ଟେକାଟେ ଫିଙ୍ଗିଲେ...
ଟେକାଟେ...
“
ଟେକାଟେ ଫିଙ୍ଗିଲେ ପଥର ପାଇବ
ପାପ ପୂଣ୍ୟ ଏ ନ ଭାଳେ,
ଆଜି ଯେଉଁ କର୍ମ କରିବ ତା ପାଇଁ
କାଲି ପ୍ରାପ୍ତି କର୍ମଫଳେ।
******************
(#ସସ୍ମିତା ଚୌଧୁରୀ)
ତା 10/12/2019
”
98
More oriya quote from Sasmita Choudhury
Similar oriya quote from Abstract
Download StoryMirror App