STORYMIRROR
ଜୀବନ...
ଜୀବନ ସହିତ ଜନ୍ମ...
ଜୀବନ ସହିତ...
“
ଜୀବନ ସହିତ ଜନ୍ମ ବେଦୀରୁ
ଶେଷ ନିଃଶ୍ବାସ ଯାଏ,
ପ୍ରତି କ୍ଷଣେ ଅବା
ପ୍ରତି ମୁହୂର୍ତ୍ତରେ
ଜଡିତ ଯା' ରହିଥାଏ,
ଅଟଇ ସାହିତ୍ୟ ସିଏ,
ତା'ବିନା ଜୀବନ.. ଉଷର ଧରଣୀ-
ମରୁ - ମରୀଚିକାଟିଏ।
******************,
#ସସ୍ମିତା ଚୌଧୁରୀ
ତା29/12/2019
”
125
More oriya quote from Sasmita Choudhury
Similar oriya quote from Abstract
Download StoryMirror App