STORYMIRROR

ତୋଅରି ଚୁମା...

ତୋଅରି ଚୁମା ତୋ ନଖରାମି ସବୁ ମିଠାଠୁ ମିଠା ତୋ ସ୍ନେହ ପ୍ରେମ ଆଗରେ ସିନା ସବୁ ମିଠା ପଡିଯିବି ଫିକା; ଆଜି ଏ ଚକୋଲେଟ୍ ଦିନେ ଆମ ପ୍ରେମ ନଈ ମିଠାର ସୁଅ ବହୁ ଥାଉ ନିତି ପ୍ରାଣେ; ତୁ ତ ମୋର ମୁଁ ତୋଅର ସାଥୀ ହେବା ଏ ଜୀବନେ।

By Satyabati Swain
 23


More oriya quote from Satyabati Swain
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments

Similar oriya quote from Abstract