STORYMIRROR

ତମେ କହୁଥିଲ...

ତମେ କହୁଥିଲ ନା ମୁଁ ବଦଳିଗଲିଣି ବୋଲି ? ହେଲେ ମୁଁ ନୁହେଁ ତମର ସେଇ ନିଜର ଭାବୁଥିବା "ନଜର" ଏବଂ ପ୍ରତ୍ୟେକ ମୁହୁର୍ତ୍ତରେ ଖୋଜୁଥିବା "ଅନୁଭବ" ହିଁ ବଦଳି ଯାଇଛି,,।

By Jitendra Sahu
 119


More oriya quote from Jitendra Sahu
0 Likes   0 Comments

Similar oriya quote from Abstract