STORYMIRROR

ତା ପଣତ ଠାରୁ...

ତା ପଣତ ଠାରୁ ସୁରକ୍ଷିତ ସ୍ଥାନ ଆଉ କୋଉଠି ନାହିଁ ତା ସେନେହ ଠାରୁ ମୂଲ୍ୟବାନ ଆଉ କିଛି ନାହିଁ,, ଜୀବନରେ କେବେ ଶୁଝି ହୁଏନି ଋଣ ତାର ତାଠୁ ବଳି ଆଉ ଦୁନିଆରେ କେହି ନାହିଁ ।। ଲିନା

By Lina Mohanty
 80


More oriya quote from Lina Mohanty
0 Likes   0 Comments
23 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments

Similar oriya quote from Abstract