STORYMIRROR

ସୁଯୋଗ...

ସୁଯୋଗ ,ସ୍ବପ୍ନ ଦିଅରେ ମୋତେ ଅଧିକାର ମୋ ଦିଅ ଆଜିର ଶିଶୁ କାଲି ତ ହେବି ବିକାଶ,ପ୍ରଗତି ସୁଅ; କାନ ରେ ଫୁଙ୍କ ଏଇ ମନ୍ତର ହୋଇବି ଯେବେ ବଡ଼ ମା,ଭଉଣୀ,ଝିଅଙ୍କ ଇଜ୍ଜତ ପାଇ ହେବି ଯେପରି ବାଡ଼।

By Satyabati Swain
 43


More oriya quote from Satyabati Swain
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments

Similar oriya quote from Abstract