STORYMIRROR
ସ୍ପନ୍ଦନ...
ସ୍ପନ୍ଦନ
ଆଖିରେ...
ସ୍ପନ୍ଦନ...
“
ସ୍ପନ୍ଦନ
ଆଖିରେ ଆଖି ମିଶାଇ
ଛାତିରେ ହାତରଖି କୁହ
ତୁମେ ଜାହା କହୁଛ, ସତ !
ନାଁ, ସତର ଏକ ଛଳନା ।
ବଂଧୁତ୍ବର ବଂଧନ ରେ
ଅସଜଡା ଇତିହାସକୁ
ସଜାଡିବାକୁ ଚେଷ୍ଟାକରି
ମିଛି -ମିଛିକା ବଂଧନରେ
ବାଂଧିବାକୁ ଚେଷ୍ଟାକରି ।
ଜାଣିଛି ହବନି ମୋ ଦ୍ବାରା
ମଳୟ ଲାଗିନି ମୋ ଦେହେ
ସୁଗଂଧ ଆସିବ କେଉଁଠୁ।
”
91
More oriya quote from Rajesh Kumar Barik
Similar oriya quote from Abstract
Download StoryMirror App