@rajesh-kumar-barik

Rajesh Kumar Barik
Literary Captain
AUTHOR OF THE YEAR 2021 - NOMINEE

51
Posts
65
Followers
1
Following

I'm Rajesh Kumar and I love to read StoryMirror contents.

Share with friends

ମୋ ହଁ ଆଉ ତୁମ ନାଁ କୁ ବୋଧେ ବିରୋଧ କରୁଛି, କିଛି ପାଇବାର ଆଶାରେ ଆଉକିଛି ହରାଇବାର ଇଛାରେ . . . ଖାଲି ଅପେକ୍ଷା ମୋ ହଁ କେବେ ତୁମ ନାଁ କୁ ହଁ ରେ ପରିବର୍ତ୍ତନ କରୁଛି । ✍️ରାଜେଶ କୁମାର ବାରିକ୍

ଭାଇ ର ଜୀବନ ବଡ଼ ନାଁ ପୁଅର ଜୀବନ ବଡ଼ । ସେଦିନ ଏଇ ପ୍ରଶ୍ନ ଉଙ୍କିମାରୁଥିଲା ଦେବକୀ ଙ୍କ ମନରେ ଜଣେ ରକ୍ତର ତ ପୁଣି ଜଣେ ରକ୍ତରୁ । ✍️ରାଜେଶ କୁମାର ବାରିକ୍

ସୁନ୍ଦରୀର ସୌନ୍ଦର୍ଯ୍ୟ କୁ ପରଖିବାକୁ ଯାଇ ପାଇଲି ମେଞ୍ଚାଏ କାମଶିକ୍ତ ଆଖିର ନଜର , ଭୟାତୁର ହୃଦୟ ଆଉ ଅନିଶ୍ଚିତତା ର ଅନ୍ଧାରୁଆ ଭବିଷ୍ୟତ ହେଲେ ମନ ପ୍ରତି କା' ନଜର ନାହିଁ | ✍️ରାଜେଶ କୁମାର ବାରିକ୍

ଜୀବନ ଥିବା ଯାଏଁ ମୋ ପାଖରେ ସାଥି ତ ସାଥେ ଥିବି ତୋ ପାଖରେ ଏ ପ୍ରେମ ନୁହେଁ ସ୍ବପ୍ନ ଆମ ଏ ଗଳ୍ପ ନୁହେଁ ଛବି ର ଲୋଡା ନାହିଁ କିଛି ମୋତେ ତୁମେ ଖାଲି ମୋହର । ##ରାଜେଶ କୁମାର ବାରିକ୍

ଏ କାକରେ ଦୁଇ କରେ, ତିନି କରେ ଚାରି କର ଦେଖିବାକୁ ଯାଉଛନ୍ତି ପଞ୍ଚକରେ । ୰ ଜଗଦୀଶ ଦାସ

ପ୍ରେମ ମୋର ଅରୁଆ ଡାଲମା ତୁ ମୋର କଞ୍ଚା ଲଙ୍କା ଜେବେଠାରୁ ହାତ ଧରିଛୁ ପକେଟ୍ ମୋର ଫାଙ୍କା। ଆଖି ବୁଜୁଛି ତୋତେ ଦେଖୁଛି ମୋ ଛାଇବି କଲାଣି ଏକା ତୁ ମୋର ବେଟ୍ ବଲ୍ ମୁଁ ତୋର ଚଉକା ଛକା । *** ରାଜେଶ କୁମାର ବାରିକ୍

ସ୍ପନ୍ଦନ ଆଖିରେ ଆଖି ମିଶାଇ ଛାତିରେ ହାତରଖି କୁହ ତୁମେ ଜାହା କହୁଛ, ସତ ! ନାଁ, ସତର ଏକ ଛଳନା । ବଂଧୁତ୍ବର ବଂଧନ ରେ ଅସଜଡା ଇତିହାସକୁ ସଜାଡିବାକୁ ଚେଷ୍ଟାକରି ମିଛି -ମିଛିକା ବଂଧନରେ ବାଂଧିବାକୁ ଚେଷ୍ଟାକରି । ଜାଣିଛି ହବନି ମୋ ଦ୍ବାରା ମଳୟ ଲାଗିନି ମୋ ଦେହେ ସୁଗଂଧ ଆସିବ କେଉଁଠୁ।


Feed

Library

Write

Notification
Profile