STORYMIRROR

ପ୍ରେମ ମୋର...

“ ପ୍ରେମ ମୋର ଅରୁଆ ଡାଲମା ତୁ ମୋର କଞ୍ଚା ଲଙ୍କା ଜେବେଠାରୁ ହାତ ଧରିଛୁ ପକେଟ୍ ମୋର ଫାଙ୍କା। ଆଖି ବୁଜୁଛି ତୋତେ ଦେଖୁଛି ମୋ ଛାଇବି କଲାଣି ଏକା ତୁ ମୋର ବେଟ୍ ବଲ୍ ମୁଁ ତୋର ଚଉକା ଛକା । *** ରାଜେଶ କୁମାର ବାରିକ୍ ”

By Rajesh Kumar Barik
 60


More oriya quote from Rajesh Kumar Barik
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments

Similar oriya quote from Abstract