I'm Rajesh Kumar and I love to read StoryMirror contents.
Share with friends
ମୋ ହଁ ଆଉ ତୁମ ନାଁ କୁ ବୋଧେ ବିରୋଧ କରୁଛି, କିଛି ପାଇବାର ଆଶାରେ ଆଉକିଛି ହରାଇବାର ଇଛାରେ . . . ଖାଲି ଅପେକ୍ଷା ମୋ ହଁ କେବେ ତୁମ ନାଁ କୁ ହଁ ରେ ପରିବର୍ତ୍ତନ କରୁଛି । ✍️ରାଜେଶ କୁମାର ବାରିକ୍
ଭାଇ ର ଜୀବନ ବଡ଼ ନାଁ ପୁଅର ଜୀବନ ବଡ଼ । ସେଦିନ ଏଇ ପ୍ରଶ୍ନ ଉଙ୍କିମାରୁଥିଲା ଦେବକୀ ଙ୍କ ମନରେ ଜଣେ ରକ୍ତର ତ ପୁଣି ଜଣେ ରକ୍ତରୁ । ✍️ରାଜେଶ କୁମାର ବାରିକ୍
ସୁନ୍ଦରୀର ସୌନ୍ଦର୍ଯ୍ୟ କୁ ପରଖିବାକୁ ଯାଇ ପାଇଲି ମେଞ୍ଚାଏ କାମଶିକ୍ତ ଆଖିର ନଜର , ଭୟାତୁର ହୃଦୟ ଆଉ ଅନିଶ୍ଚିତତା ର ଅନ୍ଧାରୁଆ ଭବିଷ୍ୟତ ହେଲେ ମନ ପ୍ରତି କା' ନଜର ନାହିଁ | ✍️ରାଜେଶ କୁମାର ବାରିକ୍
ଜୀବନ ଥିବା ଯାଏଁ ମୋ ପାଖରେ ସାଥି ତ ସାଥେ ଥିବି ତୋ ପାଖରେ ଏ ପ୍ରେମ ନୁହେଁ ସ୍ବପ୍ନ ଆମ ଏ ଗଳ୍ପ ନୁହେଁ ଛବି ର ଲୋଡା ନାହିଁ କିଛି ମୋତେ ତୁମେ ଖାଲି ମୋହର । ##ରାଜେଶ କୁମାର ବାରିକ୍
ପ୍ରେମ ମୋର ଅରୁଆ ଡାଲମା ତୁ ମୋର କଞ୍ଚା ଲଙ୍କା ଜେବେଠାରୁ ହାତ ଧରିଛୁ ପକେଟ୍ ମୋର ଫାଙ୍କା। ଆଖି ବୁଜୁଛି ତୋତେ ଦେଖୁଛି ମୋ ଛାଇବି କଲାଣି ଏକା ତୁ ମୋର ବେଟ୍ ବଲ୍ ମୁଁ ତୋର ଚଉକା ଛକା । *** ରାଜେଶ କୁମାର ବାରିକ୍