STORYMIRROR

ସ୍ୱପ୍ନ ...

ସ୍ୱପ୍ନ ମଧ୍ୟାହ୍ନ ଭୋଜନ ସାରି ଟିଭି ଦେଖୁ ଦେଖୁ ନିଦ ଆସିଗଲା ବିନୀକୁ । ସେ ଟିଭିଟା ଅପ୍ କରି ନିଘୋଡ ନିଦରେ ଶୋଇ ପଡିଲା । ସ୍ୱପ୍ନରେ ଦେଖିଲା –“ ତା’ ଶାଶୁ ମୁଣ୍ଡ ପାଖରେ ବସି କହୁଛନ୍ତି - ଆଲୋ ମା’, ତୁ କାହିଁକି ଡରୁଛୁ ? ଆମେ ପରା ତୋ ପାଖରେ ଅଛୁ । ତୋ’ର କିଛି ହେବନି ବୁଝିଲୁ ।”

By Aminilu Ray
 57


More oriya quote from Aminilu Ray
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments

Similar oriya quote from Abstract