STORYMIRROR
ସଫଳତା...
ସଫଳତା ହାସଲ କରିବା...
ସଫଳତା ହାସଲ...
“
ସଫଳତା ହାସଲ କରିବା ପାଇଁ, କର୍ମ କରିବା ଦରକାର।ତା ପାଇଁଁ ସମୟ ଦରକାର।କର୍ମ କରୁ କରୁ ବିଫଳ ହେଲେ, ଅନୁଭୂତି ମିଳେ।ଅନୁଭବୀ ମଣିଷ କର୍ମ କଲେ ପକ୍କା ସଫଳତା ମିଳେ।ତେଣୁ ଆଉ କିଛି ସମୟ ଦରକାର।ତେବେ ଏ ଜୀବନ ରେ ପର୍ଯ୍ଯାପ୍ତ ସମୟ ଦରକାର , ଆୟୁଷ...
ତେଣୁ ଗୁରୁ ଜନ ମାନେ ଆଶୀର୍ବାଦ କରନ୍ତି- ଆୟୁଷ୍ମାନ ଭବ
”
50
More oriya quote from Basanti Parida
Similar oriya quote from Abstract
Download StoryMirror App