STORYMIRROR
ସଂସାର ଯାକ...
ସଂସାର ଯାକ...
ସଂସାର ଯାକ...
“
ସଂସାର ଯାକ ଦେଇପାରେ କ୍ଷତ
ଏକା..କୁଣ୍ଢେଇ ଧରେ ବନ୍ଧୁ...
ସବୁ ତିକ୍ତତା ତା ଆଗେ ତୁଚ୍ଛ..
ତା' ସାଙ୍ଗେ ଖାଇଲେ ସବୁ ପିତା ହୁଏ ମଧୁ..
ସବୁ ରୋଗ ପାଇଁ ଗୋଟିଏ ଓଷଦ ବନ୍ଧୁ...।
”
184
More oriya quote from Girija Prasanna Prusty
Similar oriya quote from Abstract
Download StoryMirror App