STORYMIRROR
କେତେ...
କେତେ ରାଗ ରୁଷା...
କେତେ ରାଗ...
“
କେତେ ରାଗ ରୁଷା
କେତେ ଅଭିଯୋଗ ଅଭିମାନ
ମୋ ପାଖକୁ ନେଇ ଆସିଥିଲା..
ନିର୍ଦୟୀ ମୁଁ ଚୁମିଦେଲି ତା ମଥାକୁ..
ନିମିଷକେ ନିଆଁ ରୁ ସେ ପାଣି ହେଇଗଲା ।
ଆଉ ମୁଁ ବୁଡ଼ିଗଲି ।
”
237
More oriya quote from Girija Prasanna Prusty
Download StoryMirror App