STORYMIRROR
ସଂକ୍ଷିପ...
ସଂକ୍ଷିପ୍ତରେ,
ପ୍ରେ...
ସଂକ୍ଷିପ୍ତରେ,...
“
ସଂକ୍ଷିପ୍ତରେ,
ପ୍ରେମ ବିହୀନ ପ୍ରେମିକାଟିଏ ସେ...
ବାସ୍ନା ହୀନ ଫୁଲଟିଏ ସେ...
ଶିଖା ହୀନ ଦୀପ ଟିଏ ସେ...
ସ୍ୱପ୍ନ ହୀନ ରାତି ଟିଏ ସେ...
ତେଣୁ, ଅସ୍ଥିତ୍ଵ ହୀନ ସମୀକରଣ ଟିଏ ସେ ! ©ବସଂତ୍
”
175
More oriya quote from Basanta Kumar Bindhani
Similar oriya quote from Abstract
Download StoryMirror App