STORYMIRROR

...

“ ****ସଂଗୀତ**** ସଂଗୀତ କେବେ କାହାକୁ ଦେଇନି କଷ୍ଟ ସଂଗୀତ କେବେ କାହାକୁ କରିନି ନଷ୍ଟ ସଂଗୀତ କେବେ କାହା ପଥକୁ କରିନି ଭ୍ରଷ୍ଟ ସେଥିପାଇଁ ମୋ ମନ କହେ ସଂଗୀତ ହିଁ ଦୁନିଆରେ ସବୁଠାରୁ ଶ୍ରେଷ୍ଠ । ନାମ- ପ୍ରେମଶିଲା ରାଉତ ଗ୍ରାମ- ବୃନ୍ଦାବାହାଲ ଜିଲ୍ଲା-କଳାହାଣ୍ଡି ”

By Premasila Raut
 132