*** ଖାଦ୍ୟ ***
ଶୁଦ୍ଧ ସାତ୍ତ୍ୱିକ ଭୋଜନ କରିଲେ
ଭଲ ରହେ ଦେହ ମନ
ସ୍ବାସ୍ଥ୍ୟ ହିଁ ସଂପଦ ମନେ ହେଜ ଭାଇ
ଖୁସିରେ ବିତିବ ଦିନ ।
ନାମ- ପ୍ରେମଶିଲା ରାଉତ
ଗ୍ରାମ- ବୃନ୍ଦାବାହାଲ
ବ୍ଲକ-ଗୋଲାମୁଣ୍ଡା
ଜିଲ୍ଲା- କଳାହାଣ୍ଡି
****ସଂଗୀତ****
ସଂଗୀତ କେବେ କାହାକୁ ଦେଇନି କଷ୍ଟ
ସଂଗୀତ କେବେ କାହାକୁ କରିନି ନଷ୍ଟ
ସଂଗୀତ କେବେ କାହା ପଥକୁ କରିନି ଭ୍ରଷ୍ଟ
ସେଥିପାଇଁ ମୋ ମନ କହେ ସଂଗୀତ ହିଁ
ଦୁନିଆରେ ସବୁଠାରୁ ଶ୍ରେଷ୍ଠ ।
ନାମ- ପ୍ରେମଶିଲା ରାଉତ
ଗ୍ରାମ- ବୃନ୍ଦାବାହାଲ
ଜିଲ୍ଲା-କଳାହାଣ୍ଡି