STORYMIRROR
ସନ୍ଧ୍ୟା ସମୟେ...
ସନ୍ଧ୍ୟା ସମୟେ...
ସନ୍ଧ୍ୟା...
“
ସନ୍ଧ୍ୟା ସମୟେ ଦୂରରୁ ଦେଖିଲି
ବୃକ୍ଷେ ପ୍ରସ୍ଫୁଟିତ ଶୁଭ୍ର ଫୁଲ ,
ଆଶ୍ଚର୍ଯ୍ୟ ଫୁଲ ଶବ୍ଦ କରୁଅଛି
ପାଖେ ଦେଖେ ଶୁଭ୍ର ବଗ ପଲ ।
-: ଆଶିଷ କୁମାର ସ୍ୱାଇଁ :-
”
117
More oriya quote from Ashis Kumar Swain
Similar oriya quote from Abstract
Download StoryMirror App